ବନାସ ବା ବାଣୀ ନଦୀ
ଭାରତରେ ସ୍ଥିତ ଏକ ନଦୀ From Wikipedia, the free encyclopedia
ଭାରତରେ ସ୍ଥିତ ଏକ ନଦୀ From Wikipedia, the free encyclopedia
ବନାସ ବା ବାଣୀ ନଦୀ,ଭାରତୀୟ ରାଜ୍ୟ ରାଜସ୍ଥାର ଏକ ନଦୀ । ଏହା ଚମ୍ବଲ ନଦୀର ଏକ ଶାଖା ନଦୀ ଓ ଏହା ଯମୁନା ନଦୀ ସହ ମିଳିତ ହୁଏ । ଏହି ନଦୀର ଦୈର୍ଘ୍ୟ 512 କିଲୋମିଟର । .[1]
Banas River (Bani) | |
Chris, Banas | |
ଦେଶ | India |
---|---|
ରାଜ୍ୟ | Rajasthan, Uttar Pradesh |
Cities | Kumbhalgarh in Rajsamand district, Mewar, Chambal near the village of Rameshwar in Sawai Madhopur |
Source | aravalli ranges |
- location | Kumbhalgarh, Rajsamand district, Rajasthan, India |
- coordinates | IN 25°09′09″N 73°35′10″E |
Mouth | Chambal-Banas sangam confluence |
- location | near the village of Rameshwar, Sawai Madhopur, Rajasthan, India |
- coordinates | IN 25°54′39″N 76°44′04″E |
ବନାସ ନଦୀ ରାଆବାଳୀ ପର୍ବତ ମାଲାର କ୍ଷମାଣର ପର୍ବତରୁ ରାଜସମନ୍ଦ ଜିଲ୍ଲାର କୁମ୍ଭାଲଗଡ ନିକଟରୁ ଉପତ୍ତି ହେଇ ରାଜସ୍ଥାନର ମେବାର ଅଞ୍ଚଳରେ ପ୍ରବାହିତ ହେଇ ସୱାଇ ମାଧୋପୁର ଜିଲ୍ଲାର ରାମେଶ୍ୱର ଗ୍ରାମ ନିକଟରେ ଚମ୍ବଲ ସହ ମିଳିତ ହୁଏ । ଏହି ନଦୀ କୁଳରେ ନାଥବାରା , ଜାହାଜପୁର ଓ ତାଙ୍କ ସହର ଅବସ୍ଥିତ । ଏହାର ମୁଖ୍ୟ ଉପନଦୀଗୁଡ଼ିକ ମେନଳୀ , କୋଠରି , ଖାରି ,ଦାଇ, ଢିଲ ,ସୋହଦାରା ମୋଡ଼େଲ ଓ କାଲିସିଲ । [2]
ବନାସ ନଦୀ 45,833 ବର୍ଗ କିଲୋମିଟର ଅଞ୍ଚଳରୁ ଜଳଗ୍ରହଣ କରିଥାଏ । ଏହା ଏକ ଖରସ୍ରୋତା ନଦୀ ଓ ବର୍ଷା କାଳରେ ପ୍ରଚୁର ଜଳ ଆସିବା ସହ ଅନନ୍ୟ ସମୟରେ ଶୁଷ୍କ ହେଇଥାଏ । କିନ୍ତୁ ଏହାର ଜଳ ସଂଗ୍ରହ କରି ଜଳାଶୟ ମାଧ୍ୟମରେ ଜଳସେଚନ କାର୍ଯ୍ୟରେ ଲଗାଯାଇଥାଏ ।[3] 2009 ମସିହାରେ ବିସଲାପୁର-ଜଯପୁର ପ୍ରକଳ୍ପ ସମାପ୍ତ ହେଲା ପରେ ଜଯପୁର ସହର[4]କୁ ଏହି ବନ୍ଧରୁ ପାନୀଯ ଜଳ ଯୋଗାଣ ହେଇପାରିଛି । ଏହି ନଦୀ ଉଦୟଔର ଆଜମେର ଭିବାରା ବୁନ୍ଦି ଚିତ୍ତୋର୍ଗଦ ଅଞ୍ଚଳକୁ ମଧ୍ୟ ଜଳ ଯୋଗାଇ ଥାଏ । [5] ଏହି ନଦୀ ତଟରେ ଥାଲା କି ମାତା ନାମକ ମନ୍ଦିର ଟୋଙ୍କ ଜିଲ୍ଲାରେ ଅବସ୍ଥିତ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.