![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/64/Biju_Patnaik_Airport%252C_Bhubaneswar%252C_Odisha.jpg/640px-Biju_Patnaik_Airport%252C_Bhubaneswar%252C_Odisha.jpg&w=640&q=50)
ବିଜୁ ପଟ୍ଟନାୟକ ବିମାନ ବନ୍ଦର
From Wikipedia, the free encyclopedia
ବିଜୁ ପଟ୍ଟନାୟକ ବିମାନ ବନ୍ଦର (IATA: BBI, ICAO: VEBS), (ଭୁବନେଶ୍ୱର ବିମାନ ବନ୍ଦର ନାମରେ ମଧ୍ୟ ଜଣାଶୁଣା), ଭାରତର ଓଡ଼ିଶାରେ ଭୁବନେଶ୍ୱର ନଗରରେ ଅବସ୍ଥିତ । ଏହା ଓଡ଼ିଶାର ପ୍ରମୁଖ ଓ ଏକମାତ୍ର ବିମାନ ବନ୍ଦର । ପ୍ରଖ୍ୟାତ ନେତା, ସ୍ୱାଧୀନତା ସଂଗ୍ରାମୀ ଓ ବିମାନ ଚାଳକ ବିଜୁ ପଟ୍ଟନାୟକଙ୍କ ନାମ ଅନୁସାରେ ଏହାର ନାମ ରଖାଯାଇଛି ।
Quick Facts ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର, ସାରକଥା ...
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର | |||
---|---|---|---|
![]() | |||
IATA: BBI – ICAO: VEBS
| |||
ସାରକଥା | |||
ବିମାନ ବନ୍ଦର ପ୍ରକାର | ସର୍ବସାଧାରଣ | ||
ପରିଚାଳକ | ଏଆରପୋର୍ଟସ ଅଥରିଟି ଅଫ ଇଣ୍ଡିଆ | ||
ସେବା | ଭୁବନେଶ୍ୱର, ଓଡ଼ିଶା | ||
ଉଚ୍ଚତା (ସମୁଦ୍ର ଠାରୁ) | ୧୩୮ ft / ୪୨ m | ||
ଦିଗବାରେଣି | 20°14′40″N 085°49′04″E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
୦୫/୨୩ | ୪,୫୨୪ | ୧,୩୭୯ | Asphalt |
୧୪/୩୨ | ୯,୦୦୦ | ୨,୭୪୩ | Asphalt |
Close