ବିନ୍ଦୁ
From Wikipedia, the free encyclopedia
ଜ୍ୟାମିତିରେ ବିନ୍ଦୁ ଏକ ସଂଜ୍ଞାବିହୀନ ଶବ୍ଦ । ଏହାକୁ ଏକ ସ୍ୱୀକାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି ଓ ଏହା ଆଧାରରେ ଅନ୍ୟ ତତ୍ତ୍ୱର ବ୍ୟାଖ୍ୟା କରାଯାଏ । ଜ୍ୟାମିତିରେ ବିନ୍ଦୁ ହେଉଛି ଶୂନ୍ୟ-ବିମୀୟ (zero-dimensional) ଯାହାର କ୍ଷେତ୍ରଫଳ, ଘନଫଳ, ଲମ୍ବ ନଥାଏ କିମ୍ବା ଅନ୍ୟ କୌଣସି ବହୁ-ଆୟାମୀ (higher-dimensional) ବସ୍ତୁର ଅନୁରୂପ ହୋଇନଥାଏ ।
- ଏହି ଲେଖାଟି ଜ୍ୟାମିତିକ ଆକାର ବାବଦରେ । ବାକିସବୁ ପାଇଁ, ବିନ୍ଦୁ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।