ବିମଳ ଜେନା
ଓଡ଼ିଆ କବି / From Wikipedia, the free encyclopedia
ବିମଳ ଜେନା, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଜଣେ ଓଡ଼ିଆ କବି । [1][2]୨୦୧୩ ମସିହାରେ ନିଜ କବିତା ସଂକଳନ "ଆକାଶ ଭଲରେ ଥାଉ" ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[3] ବିମଳଙ୍କ ଜନ୍ମ ୧୯୫୩ ମସିହାରେ କେନ୍ଦୁଝର ଜିଲ୍ଲା ନନ୍ଦିପଦାର ଓରାଳିରେ ହୋଇଥିଲା । ସେ ବର୍ତ୍ତମାନ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ମଣ୍ଡଳୀରେ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ୱ କରୁଛନ୍ତି ।[4]
Quick Facts ବିମଳ ଜେନା, ଜନ୍ମ ...
ବିମଳ ଜେନା | |
---|---|
ଜନ୍ମ | ୧୯୫୩ ଓରାଳି, ନନ୍ଦିପଦା କେନ୍ଦୁଝର |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | କବି |
ଉଲ୍ଲେଖନୀୟ କୃତି | ଆକାଶ ଭଲରେ ଥାଉ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
Close