ବୀଣାପାଣି ପଣ୍ଡା (ଜନ୍ମ : ୧ ନଭେମ୍ବର ୧୯୫୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଅଟନ୍ତି ।[1] କବିତା ପୁସ୍ତକ "ଗୋଧୂଳିର ଗୀତ" ପାଇଁ ସେ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[2]
Quick Facts ବୀଣାପାଣି ପଣ୍ଡା, ଜନ୍ମ ...
ବୀଣାପାଣି ପଣ୍ଡା |
---|
ଜନ୍ମ | ବୀଣାପାଣି ପଣ୍ଡା (1958-11-01) ୧ ନଭେମ୍ବର ୧୯୫୮ (ବୟସ ୬୫)
|
---|
ଜାତୀୟତା | ଭାରତୀୟ |
---|
ଶିକ୍ଷା | ସ୍ନାତକତ୍ତୋର (ଅର୍ଥନୀତି) |
---|
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫ |
---|
Close