ବୈଷ୍ଣବ ଚରଣ ସାମଲ
ଓଡ଼ିଆ ସାହିତ୍ୟିକ / From Wikipedia, the free encyclopedia
ବୈଷ୍ଣବ ଚରଣ ସାମଲ (ଜନ୍ମ ୨୭ ଫେବୃଆରୀ ୧୯୩୯)[1] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ[2] ଓଡ଼ିଆ ସାହିତ୍ୟିକ । ସେ ପ୍ରଧାନତଃ ସମାଲୋଚନା[3], ଶିଶୁ ସାହିତ୍ୟ, କବିତା ଓ ରମ୍ୟ ରଚନା ଆଦି ରଚନା କରିଛନ୍ତି ।
Quick Facts ବୈଷ୍ଣବ ଚରଣ ସାମଲ, ଜନ୍ମ ଓ ଜନ୍ମସ୍ଥାନ ...
ବୈଷ୍ଣବ ଚରଣ ସାମଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1939-02-27) ୨୭ ଫେବୃଆରୀ ୧୯୩୯ (ବୟସ ୮୫) ଚାରିଗାଁ, କେନ୍ଦ୍ରାପଡ଼ା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶୈଳୀ | ସମାଲୋଚନା ସାହିତ୍ୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ |
ଜୀବନସାଥୀ | ଯଶୋଦା ସାମଲ |
ସନ୍ତାନ | ୩ପୁଅ, ୧ଝିଅ |
Close