ଭଦ୍ରକ
ଭଦ୍ରକ ଜିଲ୍ଲାର ସଦର ମହକୁମା / From Wikipedia, the free encyclopedia
ଭଦ୍ରକ ଭାରତର ଓଡ଼ିଶାରେ ଥିବା ଭଦ୍ରକ ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର (ପୌର ପରିଷଦ) । ଭଦ୍ରକ ଭଦ୍ରକାଳୀ ମନ୍ଦିର ପାଇଁ ଜଣାଶୁଣା, ଭଦ୍ରକାଳୀ ମନ୍ଦିରରେ ସବୁବର୍ଷ କାଳୀପୂଜା ଧୁମଧାମରେ ପାଳନ କରାଯାଏ ଯାହା ଦେଖିବାକୁ ଓଡ଼ିଶା ଓ ବାହାର ଅନେକ ରାଜ୍ୟରୁ ବହୁ ଲୋକ ଆସିଥାନ୍ତି । ଏଠାକାର ବସନ୍ତିଆ ପୋଖରୀଠାରେ ସବୁବର୍ଷ ଓଡ଼ିଆ ସାଧବମାନଙ୍କ ସ୍ମୃତିରେ କାର୍ତ୍ତିକ ପୁର୍ଣ୍ଣିମାଦିନ ବୋଇତ ବନ୍ଦାଣ କରାଯାଏ ଯାହା ଦେଖିବାକୁ ଅନେକ ଜନସମାଗମ ଗହୋଇଥାଏ । [1][2]
‹ The template below (Infobox Indian Jurisdiction) is being considered for deletion. See templates for discussion to help reach a consensus.›
Quick Facts
ଭଦ୍ରକ | |||
— ସହର — | |||
ଦିଗବାରେଣି | 21.06°N 86.50°E / 21.06; 86.50 | ||
ଦେଶ | ଭାରତ | ||
ରାଜ୍ୟ | ଓଡ଼ିଶା | ||
ଭାରତର ଜିଲାସବୁ | ଭଦ୍ରକ | ||
ଲୋକସଂଖ୍ୟା • ଘନତା |
୧୩,୩୪,୦୦୦ (2010[update]) • 775/km2 (2,007/sq mi) | ||
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) | ||
ପରିସୀମା • ସମୁଦ୍ର ପତ୍ତନଠାରୁ ଉଚ୍ଚତା |
1,721 square kilometres (664 sq mi) • 23 metres (75 ft) | ||
କୋଡ଼
| |||
ବେବସାଇଟ | http://bhadrak.nic.in/ |
Close