ଭବାନୀ ଚରଣ ପଟ୍ଟନାୟକ
ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନୀତିଜ୍ଞ / From Wikipedia, the free encyclopedia
ଭବାନୀ ଚରଣ ପଟ୍ଟନାୟକ( ୧୧ ମଇ ୧୯୨୨ - ୧୪ ମଇ ୨୦୨୦) ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ତିନିଥର ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ ।[1][2][3] ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[4] ଅଠାନବେ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ କାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କ ଦେହାନ୍ତ ହୋଇଥିଲା ।[5][6][7]
Quick Facts ଭବାନୀ ଚରଣ ପଟ୍ଟନାୟକ, ସଭ୍ୟ: ରାଜ୍ୟ ସଭା ...
ଭବାନୀ ଚରଣ ପଟ୍ଟନାୟକ | |
---|---|
ସଭ୍ୟ: ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୬୧-୧୯୭୨ | |
କାର୍ଯ୍ୟକାଳ ୧୯୭୮-୧୯୮୪ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1922-05-11)୧୧ ମଇ ୧୯୨୨ ଅଣ୍ଢିଆ, ନିମାପଡ଼ା |
ମୃତ୍ୟୁ | ୧୪ ମଇ ୨୦୨୦(2020-05-14) (ବୟସ ୯୮) ଭୁବନେଶ୍ୱର |
ଜୀବନ ସାଥୀ | ବସନ୍ତ ମଞ୍ଜରୀ ପଟ୍ଟନାୟକ |
ସନ୍ତାନ | ୨ ପୁଅ ଓ ୩ ଝିଅ |
ବାପା/ବୋଉ | ନାରାୟଣ ପଟ୍ଟନାୟକ (ବାପା) କୁମୁଦିନୀ ଦେବୀ (ମାଆ) |
ପୁରସ୍କାର | ପଦ୍ମଶ୍ରୀ |
Close