![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/1e/Indian_Football_2020.svg/langor-640px-Indian_Football_2020.svg.png&w=640&q=50)
ଭାରତୀୟ ଜାତୀୟ ଫୁଟବଲ ଦଳ
From Wikipedia, the free encyclopedia
ଭାରତୀୟ ଜାତୀୟ ଫୁଟବଲ ଦଳ ଅନ୍ତର୍ଜାତୀୟ ଫୁଟବଲରେ ଭାରତର ପ୍ରତିନିଧିତ୍ୱ କରେ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍)ଦ୍ୱାରା ପରିଚାଳିତ ହୁଏ । ଏହା ଫିଫାର ଅଧୀନରେ ଅଛି । ଏସିଆରେ ଏସୀୟ ଫୁଟ୍ ବଲ୍ ମହାସଂଘ (ଏଏଫ୍ ସି) ଏବଂ ଦକ୍ଷିଣ ଏସିଆରେ ଦକ୍ଷିଣ ଏସୀୟ ଫୁଟ୍ ବଲ୍ ମହାସଂଘ (ସାଫ୍)ଦ୍ୱାରା ଏହା ପରିଚାଳିତ ହେଉଛି - ଯାହା ଉଭୟ ଭାରତୀୟ ଦଳର ତଦାରଖ କାରୀ ସଂସ୍ଥା ଏଆଇଏଫ୍ଏଫଦ୍ୱାରା ମିଳିତ ଭାବେ ସ୍ଥାପିତ ହୋଇଥିଲା।[3][4]
![]() | ||||||||||||||||||||||||||||||||||||||||||||||||||||||||||||||||||
Nickname(s) | The Blue Tigers | |||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Association | All India Football Federation (AIFF) | |||||||||||||||||||||||||||||||||||||||||||||||||||||||||||||||||
Confederation | AFC (Asia) | |||||||||||||||||||||||||||||||||||||||||||||||||||||||||||||||||
Sub-confederation | SAFF (South Asia) | |||||||||||||||||||||||||||||||||||||||||||||||||||||||||||||||||
Head coach | Igor Štimac | |||||||||||||||||||||||||||||||||||||||||||||||||||||||||||||||||
Captain | Sunil Chhetri | |||||||||||||||||||||||||||||||||||||||||||||||||||||||||||||||||
Most caps | Sunil Chhetri (143)[1] | |||||||||||||||||||||||||||||||||||||||||||||||||||||||||||||||||
Top scorer | Sunil Chhetri (93)[1] | |||||||||||||||||||||||||||||||||||||||||||||||||||||||||||||||||
Home stadium | Various | |||||||||||||||||||||||||||||||||||||||||||||||||||||||||||||||||
FIFA code | IND | |||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
FIFA ranking | ||||||||||||||||||||||||||||||||||||||||||||||||||||||||||||||||||
Current | 102 ![]() | |||||||||||||||||||||||||||||||||||||||||||||||||||||||||||||||||
Highest | 94 (February 1996[2]) | |||||||||||||||||||||||||||||||||||||||||||||||||||||||||||||||||
Lowest | 173 (March 2015[2]) | |||||||||||||||||||||||||||||||||||||||||||||||||||||||||||||||||
First international | ||||||||||||||||||||||||||||||||||||||||||||||||||||||||||||||||||
Pre-independence:![]() ![]() (Sydney, Australia; 3 September 1938) Post-independence: ![]() ![]() (London, England; 31 July 1948) | ||||||||||||||||||||||||||||||||||||||||||||||||||||||||||||||||||
Biggest win | ||||||||||||||||||||||||||||||||||||||||||||||||||||||||||||||||||
Sri Lanka ![]() ![]() (India; 7 December 1963) | ||||||||||||||||||||||||||||||||||||||||||||||||||||||||||||||||||
Biggest defeat | ||||||||||||||||||||||||||||||||||||||||||||||||||||||||||||||||||
Yugoslavia ![]() ![]() (Helsinki, Finland; 15 July 1952) | ||||||||||||||||||||||||||||||||||||||||||||||||||||||||||||||||||
Summer Olympics | ||||||||||||||||||||||||||||||||||||||||||||||||||||||||||||||||||
Appearances | 4 (first in 1948) | |||||||||||||||||||||||||||||||||||||||||||||||||||||||||||||||||
Best result | Semi-finals (1956) | |||||||||||||||||||||||||||||||||||||||||||||||||||||||||||||||||
Asian Cup | ||||||||||||||||||||||||||||||||||||||||||||||||||||||||||||||||||
Appearances | 5 (first in 1964) | |||||||||||||||||||||||||||||||||||||||||||||||||||||||||||||||||
Best result | Runners-up (1964) | |||||||||||||||||||||||||||||||||||||||||||||||||||||||||||||||||
Asian Games | ||||||||||||||||||||||||||||||||||||||||||||||||||||||||||||||||||
Appearances | 11 (first in 1951) | |||||||||||||||||||||||||||||||||||||||||||||||||||||||||||||||||
Best result | Champions (1951, 1962) | |||||||||||||||||||||||||||||||||||||||||||||||||||||||||||||||||
SAFF Championship | ||||||||||||||||||||||||||||||||||||||||||||||||||||||||||||||||||
Appearances | 13 (first in 1993) | |||||||||||||||||||||||||||||||||||||||||||||||||||||||||||||||||
Best result | Champions (1993, 1997, 1999, 2005, 2011, 2015, 2021, 2023) | |||||||||||||||||||||||||||||||||||||||||||||||||||||||||||||||||
Medal record
|
ଏକଦା ଏସିଆର ଅନ୍ୟତମ ଶ୍ରେଷ୍ଠ ଦଳ ଭାବେ ପରିଗଣିତ ହେଉଥିବା ଏହି ଦଳ ୧୯୫୦ ଓ ୧୯୬୦ ଦଶକର ପ୍ରାରମ୍ଭରେ ସୁବର୍ଣ୍ଣ ଯୁଗ ରଖୁଥିଲା। ଏହି ସମୟ ମଧ୍ୟରେ ସୟଦ ଅବଦୁଲ ରହିମଙ୍କ ପ୍ରଶିକ୍ଷଣରେ ଭାରତ ୧୯୫୧ ଓ ୧୯୬୨ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୧୯୫୬ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିଲା। ଭାରତ କେବେ ବି ଫିଫା ବିଶ୍ୱକପ୍ରେ ଅଂଶଗ୍ରହଣ କରିନାହିଁ, ଯଦିଓ ଯୋଗ୍ୟତା ଗ୍ରୁପରେ ଥିବା ଅନ୍ୟ ସମସ୍ତ ଦେଶ ପ୍ରତ୍ୟାହାର କରିବା ପରେ ସେମାନେ ୧୯୫୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଭାରତ ପ୍ରତ୍ୟାହାର କରିନେଇଥିଲା। ଏହି ଦଳ ଏସିଆର ଶୀର୍ଷ ଫୁଟବଲ ଚାମ୍ପିୟନଶିପ୍ ଏଏଫ୍ ସି ଏସିଆନ୍ କପରେ ମଧ୍ୟ ୪ ଥର ଅଂଶଗ୍ରହଣ କରିଛି ଏବଂ ୧୯୬୪ରେ ଉପବିଜେତା ହୋଇଥିଲା। ଦକ୍ଷିଣ ଏସିଆର ସର୍ବୋଚ୍ଚ ଆଞ୍ଚଳିକ ଫୁଟବଲ ପ୍ରତିଯୋଗିତା ସାଫ୍ ଚାମ୍ପିୟନଶିପରେ ମଧ୍ୟ ଭାରତ ଅଂଶଗ୍ରହଣ କରୁଛି। ୧୯୯୩ରେ ଟୁର୍ଣ୍ଣାମେଣ୍ଟ ପ୍ରତିଷ୍ଠା ହେବା ପରଠାରୁ ୯ ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଛି।
ଏକବିଂଶ ଶତାବ୍ଦୀରେ ବବ୍ ହାଉଟନଙ୍କ ତତ୍ତ୍ୱାବଧାନରେ ସାଫ୍ ଚାମ୍ପିୟନଶିପ୍ ବିଜୟ ବ୍ୟତୀତ ଭାରତ ୨୦୦୭, ୨୦୦୯ରେ ନେହେରୁ କପ୍ ଏବଂ ୨୦୦୮ ଏଏଫ୍ ସି ଚ୍ୟାଲେଞ୍ଜ କପ୍ ଜିତିଥିଲା। ଚ୍ୟାଲେଞ୍ଜ କପ୍ ବିଜୟ ଫଳରେ ଭାରତ ୨୭ ବର୍ଷ ପରେ ପୁଣି ଥରେ ଏସୀୟ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି।