ଭୁବନେଶ୍ୱର ବେହେରା
ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ / From Wikipedia, the free encyclopedia
ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧)[1] ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ ଥିଲେ ।[2]
Quick Facts ଭୁବନେଶ୍ୱର ବେହେରା, ଜନ୍ମ ଓ ଜନ୍ମସ୍ଥାନ ...
ଭୁବନେଶ୍ୱର ବେହେରା | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1916-01-01)୧ ଜାନୁଆରୀ ୧୯୧୬ କାଶିବାହାଲ , କଳାହାଣ୍ଡି ଜିଲ୍ଲା |
ମୃତ୍ୟୁ | ୧୬ ଅପ୍ରେଲ ୨୦୦୧(2001-04-16) (ବୟସ ୮୫) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ଗାଁର ଡାକ |
ପୁରସ୍କାର | ସାରଳା ସମ୍ମାନ, ୧୯୯୦ |
Close