ମନମୋହନ ଚୌଧୁରୀ
From Wikipedia, the free encyclopedia
ମନମୋହନ ଚୌଧୁରୀ (୧୧ ଅକ୍ଟୋବର ୧୯୧୫ - ୨ ଜୁନ ୨୦୦୩) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ସାହିତ୍ୟିକ ଥିଲେ ।[1] ସେ ୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୯୭ ମସିହାରେ ଶାରଳା ପୁରସ୍କାର ପାଇଥିଲେ ।
Quick Facts ମନମୋହନ ଚୌଧୁରୀ, ଜନ୍ମ ...
ମନମୋହନ ଚୌଧୁରୀ | |
---|---|
ଜନ୍ମ | (1915-10-11)୧୧ ଅକ୍ଟୋବର ୧୯୧୫ |
ମୃତ୍ୟୁ | ୨ ଜୁନ ୨୦୦୩(2003-06-02) (ବୟସ ୮୭) |
ଜାତୀୟତା | ଭାରତୀୟ |
ବୃତ୍ତି | ସର୍ବୋଦୟ ନେତା ଓ ସାହିତ୍ୟିକ |
ଉଲ୍ଲେଖନୀୟ କୃତି | ହାଟ-ବଜାରରେ ବ୍ରହ୍ମଜ୍ଞାନ |
ବୈବାହିକ-ସାଥୀ | ସୁମିତ୍ରା ଚୌଧୁରୀ |
ପିତାମାତା(s) | ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଚୌଧୁରୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
Close