ଇଞ୍ଜିନିୟର From Wikipedia, the free encyclopedia
ମହାଦେବ ଆୟାର ଗଣପତି (୧୯୦୩–୧୯୭୬)[1][2] ଜଣେ ଇଞ୍ଜିନିୟର ଓ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ,[3] ମୂମ୍ବାଇର ଚର୍ଚ୍ଚଗେଟ ରେଳ ଷ୍ଟେସନ ଏବଂ ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା ଭଳି ଅନୁଷ୍ଠାନ ତାଙ୍କରି ନେତୃତ୍ୱରେ ତିଆରି ହୋଇପାରିଛି । ପଦ୍ମ ପୁରସ୍କାର ପ୍ରଚଳନର ପ୍ରଥମ ବର୍ଷରେ ହିଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ ।[4] ୧୯୭୩-୭୪ ବର୍ଷରେ ସେ ଇନଷ୍ଟିଚିଉଟ ଅଫ୍ ଇଞ୍ଜିନିୟରସର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[5]
ମହାଦେବ ଆୟାରଙ୍କଦ୍ୱାରା କରାଯାଇଥିବା ମୁଖ୍ୟ କାମ :
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.