ମହାପାତ୍ର ନୀଳମଣି ସାହୁ
ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ / From Wikipedia, the free encyclopedia
ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୮୪ ମସିହାରେ, ଅଭିଶପ୍ତ ଗନ୍ଧର୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୮୩ ମସିହାରେ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
Quick Facts ମହାପାତ୍ର ନୀଳମଣି ସାହୁ, ଜନ୍ମ ଓ ଜନ୍ମସ୍ଥାନ ...
ମହାପାତ୍ର ନୀଳମଣି ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1926-12-22)୨୨ ଡିସେମ୍ବର ୧୯୨୬ ନିଆଳି, କଟକ |
ମୃତ୍ୟୁ | ୨୫ ଜୁନ ୨୦୧୬(2016-06-25) (ବୟସ ୮୯) |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ଶୈଳୀ | ଗାଳ୍ପିକ, ଔପନ୍ୟାସିକ |
ଜୀବନସାଥୀ | ପ୍ରସନ୍ନ କୁମାରୀ[1] |
ସନ୍ତାନ | ଅନୁରାଧା, ଗୁରୁପ୍ରସାଦ[2] |
ଦସ୍ତଖତ | |
ୱେବସାଇଟ | |
ନିଜ ୱେବସାଇଟ |
Close