![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/bb/Matrix.svg/langor-640px-Matrix.svg.png&w=640&q=50)
ମାଟ୍ରିକ୍ସ
ଗଣିତ / From Wikipedia, the free encyclopedia
ଗଣିତରେ ମ୍ୟାଟ୍ରିକ୍ସ ଏକ ଅଦିଷ୍ଟ ରାଶି ମାନଙ୍କଦ୍ୱାରା ନିର୍ମିତ ଆୟତକାର ସାରଣୀ ଅଟେ । [1] ଏଥିରେ ସାଧାରଣତଃ ସଂଖ୍ୟା, ପ୍ରତୀକ କିମ୍ବା ଅଭିବ୍ୟକ୍ତି, ପଂକ୍ତି ଓ ସ୍ତମ୍ଭ ବ୍ୟବସ୍ଥିତ ହୋଇଥାଏ ।[2][3] ଉଦାହରଣ ସ୍ୱରୂପ, ତଳେ ଦିଆଯାଇଥିବା ମ୍ୟାଟ୍ରିକ୍ସର ଆୟତନ 2 × 3 ଅଟେ, ଏଥିରେ ଦୁଇଟି ପଂକ୍ତି ଓ ତିନୋଟି କଲମ ରହିଛି :
![Thumb image](http://upload.wikimedia.org/wikipedia/commons/thumb/b/bb/Matrix.svg/247px-Matrix.svg.png)