ଭାରତୀୟ ଓଡ଼ିଆ-ଭାଷୀ ଲେଖକ From Wikipedia, the free encyclopedia
ରକ୍ଷକ ନାୟକ (ଜନ୍ମ : ୧୮ ଅଗଷ୍ଟ ୧୯୬୩) ଜଣେ ଓଡ଼ିଆ ସାହିତ୍ୟିକ । ସେ ମୁଖ୍ୟତଃ କବିତା ରଚନା କରିବା ସହିତ ପତ୍ରିକା ସମ୍ପାଦନାରେ ମଧ୍ୟ ଜଡ଼ିତ ।[1] ୨୦୧୩ ମସିହାରେ ସେ ନିଜ କବିତା ପୁସ୍ତକ "ଅସରନ୍ତି ଅନ୍ତାକ୍ଷରୀ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[2]
ରକ୍ଷକ ନାୟକ | |
---|---|
ଜନ୍ମ | ରକ୍ଷକ ନାୟକ ୧୮ ଅଗଷ୍ଟ ୧୯୬୩ ପାଇକସାହି, ଗୋପ, ପୁରୀ |
ଶିକ୍ଷାନୁଷ୍ଠାନ | ବିଶ୍ୱମ୍ଭର ବିଦ୍ୟାପୀଠ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.