ରଞ୍ଜିତା ନାୟକ
ଓଡ଼ିଆ କବୟତ୍ରୀ / From Wikipedia, the free encyclopedia
ରଞ୍ଜିତା ନାୟକ (ଜନ୍ମ: ୨୯ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ କବୟତ୍ରୀ । ସେ ଓଡ଼ିଆ ଭାଷାରେ ଅନେକ କବିତାମାନ ରଚନା କରିଛନ୍ତି । ତାଙ୍କୁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।