ରବି ରାୟ
ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ / From Wikipedia, the free encyclopedia
ରବି ରାୟ (୨୬ ନଭେମ୍ବର ୧୯୨୬ - ୬ ମାର୍ଚ୍ଚ ୨୦୧୭) ଓଡ଼ିଶାର ଜଣେ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଜନନେତା ଥିଲେ । ସେ କେନ୍ଦ୍ର ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ନବମ ଲୋକ ସଭାର ବାଚସ୍ପତି ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ । ଲୋକ ସଭା ବାଚସ୍ପତି ପଦବୀକୁ ପହଂଚିବାରେ ସେ ଏକ ମାତ୍ର ଓଡ଼ିଆ ବ୍ୟକ୍ତି ।
Quick Facts ରବି ରାୟ, ଜନ୍ମ ...
ରବି ରାୟ | |
---|---|
ଜନ୍ମ | (1926-11-26)୨୬ ନଭେମ୍ବର ୧୯୨୬ ଭଁଅରାଗଡ଼, ପୁରୀ ଜିଲ୍ଲା |
ମୃତ୍ୟୁ | ୬ ମାର୍ଚ୍ଚ ୨୦୧୭(2017-03-06) (ବୟସ ୯୦) |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ (ଆଇନ,ଇତିହାସ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ମଧୁସୂଦନ ଆଇନ ବିଦ୍ୟାଳୟ |
ପ୍ରସିଦ୍ଧି | ରାଜନେତା,ସ୍ୱାଧୀନତା ସଂଗ୍ରାମୀ, ଲୋକ ସଭାର ବାଚସ୍ପତି ଓ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ |
ବୈବାହିକ-ସାଥୀ | ସରସ୍ୱତୀ ସ୍ୱାଇଁ[1] |
ପୁରସ୍କାର | ଉତ୍କଳ ରତ୍ନ ସମ୍ମାନ, ୨୦୧୦ କଳିଙ୍ଗ ରତ୍ନ ୨୦୦୮ |
Close