ରମେଶବାବୁ ପ୍ରଜ୍ଞାନନନ୍ଦ
ଭାରତୀୟ ଚେସ୍ ଖେଳାଳୀ / From Wikipedia, the free encyclopedia
ରମେଶବାବୁ ପ୍ରଜ୍ଞାନନନ୍ଦ (ଜନ୍ମ: ୧୦ ଅଗଷ୍ଟ ୨୦୦୫) ଜଣେ ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର । ୧୦ ବର୍ଷ ବୟସରେ ସେ ଜଣେ ଆନ୍ତର୍ଜାତୀୟ ମାଷ୍ଟର ହୋଇଥିଲେ, ଯାହାକି ସେତେବେଳେ ସବୁଠାରୁ କନିଷ୍ଠ ବୟସ ଥିଲା ଏବଂ ୧୨ ବର୍ଷ ବୟସରେ ସେ ଗ୍ରାଣ୍ଡମାଷ୍ଟର ହୋଇଥିଲେ, ସେହି ସମୟରେ ଦ୍ୱିତୀୟ କନିଷ୍ଠ ଥିଲେ ସେ । ୨୨ ଫେବୃଆରୀ ୨୦୨୨ରେ, ୧୬ ବର୍ଷ ବୟସରେ, ର୍ୟାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟରେ ସେ ତତ୍କାଳୀନ ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନଙ୍କୁ ପରାସ୍ତ କରିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।[1][2] ୧୬ ଅକ୍ଟୋବର ୨୦୨୨ରେ ଗୁକେଶ ଡି ତାଙ୍କର ଏହି ରେକର୍ଡ଼ ଭାବିଥିଲେ ।[3][4]
Quick Facts ରମେଶବାବୁ ପ୍ରଜ୍ଞାନନନ୍ଦ, ଦେଶ ...
ରମେଶବାବୁ ପ୍ରଜ୍ଞାନନନ୍ଦ | |
---|---|
ଦେଶ | ଭାରତ |
ଜନ୍ମ | (2005-08-10) ୧୦ ଅଗଷ୍ଟ ୨୦୦୫ (ବୟସ ୧୮) ଚେନ୍ନାଇ, ତାମିଲନାଡ଼ୁ |
ଉପାଧୀ | ଗ୍ରାଣ୍ଡମାଷ୍ଟର (୨୦୧୮) |
ଫିଡେ ମାନ୍ୟତା | ୨୭୨୭ (ସେପ୍ଟେମ୍ବର ୨୦୨୩) |
ସର୍ବଶ୍ରେଷ୍ଠ ରେଟିଂ | ୨୭୨୭ (ସେପ୍ଟେମ୍ବର ୨୦୨୩) |
Ranking | ୧୯ ନଂ (ସେପ୍ଟେମ୍ବର ୨୦୨୩) |
ସର୍ବାଧିକ ମାନ୍ୟତା | ୨୯ ନଂ (ସେପ୍ଟେମ୍ବର ୨୦୨୩) |
Close