ରାଜକିଶୋର ରାୟ
ଅଧ୍ୟାପକ, ଲେଖକ / From Wikipedia, the free encyclopedia
ରାଜକିଶୋର ରାୟ, (୨୩ ନଭେମ୍ବର ୧୯୧୪ - ୧୧ ଅଗଷ୍ଟ ୧୯୯୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ।[3] କ୍ଷୁଦ୍ରଗଳ୍ପ, ନାଟକ, ଉପନ୍ୟାସ ଆଦି ସାହିତ୍ୟର ବହୁ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ।[4] ଆଡମ୍ବରପୂର୍ଣ୍ଣ କାବ୍ୟିକ ଭାଷା ଓ ମର୍ଯ୍ୟାଦାବନ୍ତ ଶୈଳୀ ତାଙ୍କ ଗଳ୍ପର ବୈଶିଷ୍ଟ୍ୟ । ସେ ଭାଇ ଭାଉଜ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ ।[5]
Quick Facts ରାଜକିଶୋର ରାୟ, ଜନ୍ମ ...
ରାଜକିଶୋର ରାୟ | |
---|---|
ଜନ୍ମ | (1914-11-23)୨୩ ନଭେମ୍ବର ୧୯୧୪ |
ମୃତ୍ୟୁ | ୧୧ ଅଗଷ୍ଟ ୧୯୯୮(1998-08-11) (ବୟସ ୮୩)[1] |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି | ଓଡ଼ିଆ ସାହିତ୍ୟିକ ଓ ଅଧ୍ୟାପକ[2] |
ବୈବାହିକ-ସାଥୀ | ମନୋରମା ରାୟ |
ସନ୍ତାନ | ମାଳବିକା ରାୟ, ମନସ୍ୱିନୀ ରାୟ ମହାଶ୍ୱେତା ରାୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
Close