From Wikipedia, the free encyclopedia
ରାମକୃଷ୍ଣ ମିସନ ବେଳାଭୂମି, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନାମଠାରେ ଥିବା ଏକ ଜନପ୍ରିୟ ସମୁଦ୍ର ବେଳାଭୂମି । ଏହାର ନିକଟରେ ଥିବା ରାମକୃଷ୍ଣ ମିସନ ଆଶ୍ରମ ଅନୁସାରେ ତାହାର ନାମ ଏହିପରି ରହିଛି । ଏଠାରେ ଭାରତୀୟ ନୌସେନାର INS କୁରସୁରା ସବ ମାରାଇନ ସଂଗ୍ରହାଳୟ ମଧ୍ୟ ଏକ ବଡ ଆକର୍ଷଣ ଭାବେ ରହିଛି । .[1]
Rama Krishna Mission Beach | |
---|---|
Location | Visakhapatnam, Andhra Pradesh, India |
Operated by | Greater Visakhapatnam Municipal Corporation |
ଏହି ବେଳାଭୂମିକୁ ପ୍ରତ୍ୟହ ବହୁ ସଂଖ୍ୟାରେ ଦର୍ଶକ ଆସିଥାନ୍ତି । ସମୁଦ୍ର ତଟରେ ସନ୍ତରଣ , ସୂର୍ଯ୍ୟ ସ୍ନାନ , ବେଳାଭୂମି ଭଲିବଲ ଖେଳ ଆଦି ଏଠାରେ ହେଇଥାଏ । ଏଠାରେ ଏକ ଏକୁଆରିଆମ , ମାଁ କାଲୀ ମନ୍ଦିର , ବିଶାଖା ସଂଗ୍ରହାଳୟ , ତଟବର୍ତୀ ରେଷ୍ଟୁରାଣ୍ଟ ସବୁ ରହିଛି । [2]
INS କୁରସୁରା ସବ ମାରାଇନ ସଂଗ୍ରହାଳୟରେ ପ୍ରାଚୀନ ସବ ମାରାଇନ ଦର୍ଶକଙ୍କ ଦେଖିବା ପାଇଁ ରଖାଯାଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.