ଓଡ଼ିଆ ସାହିତ୍ୟ ପୁରସ୍କାର From Wikipedia, the free encyclopedia
ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।
ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ ।[1]
ବର୍ଷ | ବିଜେତା | ବହି | ଟିକା |
---|---|---|---|
୨୦୨୨ | ଗୌରହରି ଦାସ | ବାଘ ଓ ଅନ୍ୟାନ୍ୟ ଗଳ୍ପ | [3] |
୨୦୨୧ | ପାରମିତା ଶତପଥୀ | ଅଭିପ୍ରେତ କାଳ | [4] |
୨୦୨୦ | ନିତ୍ୟାନନ୍ଦ ନାୟକ | ସେତେବେଳକୁ ନଥିବି | [5] |
୨୦୧୯ | ପ୍ରଦୀପ ଦାଶ | ଚରୁ ଚିବର ଓ ଚର୍ଯ୍ୟା | [6] |
୨୦୧୮ | ଶତ୍ରୁଘ୍ନ ପାଣ୍ଡବ | ମିଶ୍ର ଧ୍ରୁପଦ | [7] |
୨୦୧୭ | ବନଜ ଦେବୀ | କାଠ ପୁଅ ଓ ଅନ୍ୟାନ୍ୟ ଗଳ୍ପ | [8] |
୨୦୧୬ | ହୃଷୀକେଶ ମଲ୍ଲିକ | ଜେଜେ ଦେଖି ନଥିବା ଭାରତ | [9] |
୨୦୧୫ | ମନୋଜ କୁମାର ପଣ୍ଡା | ମାୟା ବଗିଚା | [10] |
୨୦୧୪ | ପ୍ରଫୁଲ୍ଲ ଦାସ | ବହ୍ନିମାନ | |
୨୦୧୩ | ଅଚ୍ୟୁତାନନ୍ଦ ପତି | ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ | |
୨୦୧୨ | ହୃଷୀକେଶ ପଣ୍ଡା | ଗର୍ବ କରିବାର କଥା | |
୨୦୧୧ | ହରିହର ମିଶ୍ର | ଦିବ୍ୟ ଅସନ୍ତୋଷ | |
୨୦୧୦ | ବୀଣାପାଣି ମହାନ୍ତି | ଅପହଞ୍ଚ ଆକାଶ | |
୨୦୦୯ | ପ୍ରସନ୍ନ କୁମାର ମିଶ୍ର | ଖରାରେ ବାଙ୍ଗରା ଲୋକ | |
୨୦୦୮ | ହରପ୍ରସାଦ ଦାସ | ହାରମୋନିଅମରେ ତୋଡ଼ି | |
୨୦୦୭ | ଦାଶରଥି ଦାସ | ବିଦଗ୍ଧ ମାନସ | |
୨୦୦୬ | ଅନ୍ନପୂର୍ଣ୍ଣା ମହାରଣା | ଅମୃତ ଅନୁଭବ | |
୨୦୦୫ | ହୃଦାନନ୍ଦ ରାୟ | ଜଣେ ଅନୁଭବୀ ଅନୁଭବର | |
୨୦୦୪ | ସାତକଡ଼ି ହୋତା | ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ | [11] |
୨୦୦୩ | ଜଗଦୀଶ ମହାନ୍ତି | ସୁନା ଇଲିସି | |
୨୦୦୩ | ଦୀପକ ମିଶ୍ର | ନିଦାଘ ଯାତ୍ରା | |
୨୦୦୧ | ତରୁଣ କାନ୍ତି ମିଶ୍ର | ଆକାଶ ସେତୁ | |
୨୦୦୨ | ଉତ୍ତମ କୁମାର ପ୍ରଧାନ | କଳାହାଣ୍ଡିର କଥାକାର | |
ଶ୍ରୀନିବାସ ଉଦ୍ଗାତା | ଋତମ୍ | , | |
୨୦୦୦ | ଗୋପାଳ ଛୋଟରାୟ | ନାଟ୍ୟ ସାହିତ୍ୟର ସାମଗ୍ରିକ କୃତି | |
୧୯୯୯ | ବିଭୂତି ପଟ୍ଟନାୟକ | କଥା ସାହିତ୍ୟର ସାମଗ୍ରିକ କୃତି | |
୧୯୯୮ | ଜଗନ୍ନାଥ ପ୍ରସାଦ ଦାସ | ପ୍ରିୟ ବିଦୁଷକ | [12] |
୧୯୯୭ | ମନମୋହନ ଚୌଧୁରୀ | କସ୍ତୁରୀ ମୃଗସମ | |
୧୯୯୬ | ସତ୍ୟନାରାୟଣ ରାଜଗୁରୁ | ମାେ ଜୀବନ ସଂଗ୍ରାମ | |
୧୯୯୫ | ରାଜେନ୍ଦ୍ର କିଶୋର ପଣ୍ଡା | ଅନ୍ୟା ଓ ଶୈଳକଳ୍ପ | |
୧୯୯୪ | ଭୁବନେଶ୍ୱର ବେହେରା | ଗାଁର ଡାକ | |
୧୯୯୩ | ନୃସିଂହ ଚରଣ ପଣ୍ଡା | ଖାରବେଳ | |
୧୯୯୨ | ପ୍ରତିଭା ଶତପଥୀ | ଶବରୀ | |
୧୯୯୧ | ରବି ପଟ୍ଟନାୟକ | ବନ୍ଧ୍ୟା ଗାନ୍ଧାରୀ | |
ରାମଚନ୍ଦ୍ର ବେହେରା | ଓଁ କାର ଧ୍ୱନି | ||
୧୯୯୦ | ପ୍ରତିଭା ରାୟ | ଯାଜ୍ଞସେନୀ | |
ମନୋରଞ୍ଜନ ଦାସ | ନନ୍ଦିକା କେଶରୀ | ||
୧୯୮୯ | ଚିତ୍ତରଞ୍ଜନ ଦାସ | ଓଡ଼ିଶା ଓ ଓଡ଼ିଆ | |
୧୯୮୮ | ଶରତ କୁମାର ମହାନ୍ତି | ସଂସ୍କୃତି ଅପସଂସ୍କୃତି | |
୧୯୮୭ | ଶାନ୍ତନୁ କୁମାର ଆଚାର୍ଯ୍ୟ | ଶକୁନ୍ତଳା | |
୧୯୮୬ | କିଶୋରୀ ଚରଣ ଦାସ | ଭିନ୍ନ ପାଉଁଶ | |
୧୯୮୫ | ସୀତାକାନ୍ତ ମହାପାତ୍ର | ଆରଦୃଶ୍ୟ | |
୧୯୮୪ | ରମାକାନ୍ତ ରଥ | ସଚିତ୍ର ଅନ୍ଧାର | |
୧୯୮୩ | ମହାପାତ୍ର ନୀଳମଣି ସାହୁ | ଅଭିଶପ୍ତ ଗନ୍ଧର୍ବ | |
୧୯୮୨ | ଚନ୍ଦ୍ରଶେଖର ରଥ | ସମ୍ରାଟ ଓ ଅନ୍ୟମାନେ | |
୧୯୮୧ | ମନୋଜ ଦାସ | ଧୁମାଭ୍ର ଦିଗନ୍ତ | |
୧୯୮୦ | ସୁରେନ୍ଦ୍ର ମହାନ୍ତି | କୁଳବୃଦ୍ଧ ଚରିତ ଉପନ୍ୟାସ | [13] |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.