ଭାରତର ଏକ ନଦୀ From Wikipedia, the free encyclopedia
ଶିପ୍ରା ନଦୀ , ( ଖିପ୍ରା ମଧ୍ୟ କୁହାଯାଇଥାଏ ) ଏକ ଭାରତୀୟ ନଦୀ ଯାହା ମଧ୍ୟପ୍ରଦେଶରେ ପ୍ରବାହିତ । ଏହି ନଦୀ ଇନ୍ଦୋର ଜିଲ୍ଲାର ଉଜ୍ଜୈନି ନାମକ ସ୍ଥାନରୁ ନିର୍ଗତ ହୋଇ ମାଳବ ବଳଭୂମିରେ ପ୍ରବାହିତ ହେଇ ଚମ୍ବଲ ନଦୀ ସହ ମଧ୍ୟ ପ୍ରଦେଶ -ରାଜସ୍ଥାନ ସୀମା ପାଖରେ ମନ୍ଦସୌର ଜିଲ୍ଲାରେ ମିଳିତ ହୁଏ । ଧାର୍ମିକ ସହର ଉଜ୍ଜୈନ ପୂର୍ବ ତଟରେ ରହିଛି । ଏଠାରେ ପ୍ରତି 12 ବର୍ଷରେ ସିହ୍ନାଷ୍ଠ ମେଳା ( କୁମ୍ଭ ମେଳା ) ହେଇଥାଏ । ଏହି ମେଳା ଉଜ୍ଜୈନର ନଦୀ ଘାଟରେ ଅନୁଷ୍ଠିତ ହେଇଥାଏ । ନଦୀ କୁଳରେ ଶତାଧିକ ମନ୍ଦିର ଓ ମଠ ମନ ରହିଛି ।
ଶିପ୍ରା ଏକ ଚିରସ୍ରୋତା ନଦୀ ନୁହେ । ପୂର୍ବରୁ ଏହି ନଦୀରେ ପର୍ଯ୍ୟାପ୍ତ ଜଳ ଆସୁଥିଲା । ବାରତାମାନ ବର୍ଷ ଋତୁର କିଛି ମାସ ପରେ ଏହା ସୁଖୀ ଯାଏ ।
.
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.