ସୁନନ୍ଦା ପଟ୍ଟନାୟକ
ଶାସ୍ତ୍ରୀୟ କଣ୍ଠଶିଳ୍ପୀ / From Wikipedia, the free encyclopedia
ସୁନନ୍ଦା ପଟ୍ଟନାୟକ (୭ ନଭେମ୍ବର ୧୯୩୪ - ୧୯ ଜାନୁଆରୀ ୨୦୨୦) ଓଡ଼ିଶାରେ ଜନ୍ମିତ ଗୋଆଲିୟର ଘରାନାର ଜଣେ କଣ୍ଠଶିଳ୍ପୀ ଥିଲେ ।[1] ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ନିପୁଣା ସୁନନ୍ଦା[2] [3] ‘‘ଗୁରୁମା’’ ହିସାବରେ ସୁପରିଚିତ ଥିଲେ । [4]
Quick Facts ସୁନନ୍ଦା ପଟ୍ଟନାୟକ, ଜନ୍ମ ...
ସୁନନ୍ଦା ପଟ୍ଟନାୟକ | |
---|---|
ଜନ୍ମ | ସୁନନ୍ଦା ପଟ୍ଟନାୟକ (1934-11-07)୭ ନଭେମ୍ବର ୧୯୩୪ |
ମୃତ୍ୟୁ | ୧୯ ଜାନୁଆରୀ ୨୦୨୦(2020-01-19) (ବୟସ ୮୫) କଲିକତା |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ |
ପିତାମାତା | ବୈକୁଣ୍ଠନାଥ ପଟ୍ଟନାୟକ ଆଦରମଣୀ ପଟ୍ଟନାୟକ |
ଦସ୍ତଖତ | |
Close