![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/4a/Hazrat_Nizamuddin_station.jpg/640px-Hazrat_Nizamuddin_station.jpg&w=640&q=50)
ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ
From Wikipedia, the free encyclopedia
ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ (ଷ୍ଟେସନ କୋଡ NZM) ଭାରତର ଏକ ମୁଖ୍ୟ ରେଳ ଷ୍ଟେସନ । ଏହା ଭରତର ରାଜଧାନୀ ନୂଆ ଦିଲ୍ଲୀଠାରେ ଅବସ୍ଥିତ । ଏହାକୁ ନୂଆ ଦିଲ୍ଲୀ ଷ୍ଟେସନର ଭିଡ କମେଇବା ପାଇଁ ଦିଲ୍ଲୀ ସହରର ୫ଟି ମୁଖ୍ୟ ଷ୍ଟେସନ ମଧ୍ୟରୁ ଅନ୍ୟତମ ଭାବେ ସ୍ଥାପିତ ହେଇଥିଲା ।ଏଠାରୁ ଦେଶର ସମସ୍ତ ମୁଖ୍ୟ ସହର ଗୁଡିକୁ ଟ୍ରେନ ସଂଯୋଗ ରହିଛି । ଏହି ଷ୍ଟେସନ ଦିଲ୍ଲୀର ଉତ୍ତରକୁ ସହର କେନ୍ଦ୍ରରୁ ୭ କିଲୋମିଟର ଦୂରରେ ଅବସ୍ଥିତ । ଏଠାରୁ ଅନେକ ଗୁଡିଏ ମୁଖ୍ୟ ଟ୍ରେନର ଯାତ୍ରାରମ୍ଭ ହୁଏ ।
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (February 2012) |
Quick Facts Station statistics, Address ...
Hazrat Nizamuddin Rapid transit, Light rail, Commuter rail & Regional rail station हजरत निजामुद्दीन | |
---|---|
![]() | |
Station statistics | |
Address | New Delhi, Delhi India |
Coordinates | 28°35′21″N 77°15′15″E |
Elevation | 206.700 metres (678.15 ft) |
Structure | Standard (on ground station) |
Platforms | 7 |
Parking | Yes |
Baggage check | Yes |
Other information | |
Electrified | Yes |
Code | NZM |
Zone(s) | Northern Railway zone |
Division(s) | Delhi |
Station status | Functioning |
Traffic | |
Passengers (Daily) | 360,000+ |
Close
ଏହି ଷ୍ଟେସନ ଉତ୍ତର ରେଳବାଇଦ୍ୱାରା ପରିଚାଳିତ ଏଇଥାଏ ।
![](http://upload.wikimedia.org/wikipedia/commons/thumb/a/a3/Platform_8_%26_9_under_construction_at_Hazrat_Nizamuddin.jpg/640px-Platform_8_%26_9_under_construction_at_Hazrat_Nizamuddin.jpg)