ହରିବଂଶ ରାୟ ବଚ୍ଚନ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ହରିବଂଶ ରାୟ ବଚ୍ଚନ (୨୭ ନଭେମ୍ବର ୧୯୦୭-୧୮ ଜାନୁଆରୀ ୨୦୦୩) ଜଣେ ଜଣାଶୁଣା ଭାରତୀୟ କବି ଥିଲେ । ତାହାଙ୍କ ରଚନାବଳୀ ୨୦ଶ ଶତକର ଆରମ୍ଭରେ ଭାରତୀୟ ହିନ୍ଦୀ କବିତାର ଛାୟାବାଦ କାଳର । ସେ କବି ସମ୍ମିଳନୀରେ ଜଣେ ଜଣାଶୁଣା କବି ମଧ୍ୟ ଥିଲେ । ସେ ମଧୁଶାଳା କବିତାଗ୍ରନ୍ଥ ନିମନ୍ତେ ଜଣାଶୁଣା ।[1] ସେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନଙ୍କ ପିତା ଅଟନ୍ତି ।
Quick Facts ହରିବଂଶ ରାୟ ବଚ୍ଚନ, ଜନ୍ମ ଓ ଜନ୍ମସ୍ଥାନ ...
ହରିବଂଶ ରାୟ ବଚ୍ଚନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ହରିବଂଶ ରାୟ ବଚ୍ଚନ ଶ୍ରୀବାସ୍ତବ (1907-11-27)୨୭ ନଭେମ୍ବର ୧୯୦୭ ଆଲାହାବାଦ,ଉତ୍ତର ପ୍ରଦେଶ |
ମୃତ୍ୟୁ | ୧୮ ଜାନୁଆରୀ ୨୦୦୩(2003-01-18) (ବୟସ ୯୫) ମୁମ୍ବାଇ, ଭାରତ |
ବୃତ୍ତି | ଲେଖକ, ସାହିତ୍ୟିକ |
ଶିକ୍ଷାନୁଷ୍ଠାନ | St Catharine's College, Cambridge |
ଜୀବନସାଥୀ | Shyama (1926–1936) Teji Bachchan (1941–2007) |
ସନ୍ତାନ | ଅମିତାଭ ବଚ୍ଚନ, ଅଜିତାଭ ବଚ୍ଚନ |
ଦସ୍ତଖତ |
Close