From Wikipedia, the free encyclopedia
ସର୍ଦାର ହରି ସିଂ (୧୭୯୧-୧୮୩୭), ମହାରାଜା ରଣଜିତ୍ ସିଂଙ୍କ ସେନାଧକ୍ଷ ଥିଲେ ଯିଏ ମୁସଲମାନମାନଙ୍କ ସହ ବହୁ ଯୁଦ୍ଧର ନେତୃତ୍ୱ ନେଇଥିଲେ । ସିଖର ସେନାଙ୍କ ସବୁଠାରୁ ବଡ଼ ଜର୍ଣ୍ଣାଲ ହରି ସିଂ ନଲବା କାଶ୍ମୀର ଉପରେ ବିଜୟ ପ୍ରାପ୍ତ କରି ନିଜ ଶକ୍ତି ବନେଇଥିଲେ ।ଖାଲି ଏହା ନୁହେଁ, କାବୁଲ ଉପରେ ମଧ୍ୟ ସେନା ଚଢ଼ାଇ ଜିତ୍ ହାସିଲ କଲେ । ଖୋବର ଦରାରୁ ହେଉଥିବା ଅଫଗାନ ଆକ୍ରମଣରୁ ଦେଶକୁ ମୁକ୍ତ କରିଥିଲେ । 1831 ଖ୍ରୀଷ୍ଟାବ୍ଦରେ "ଜମରୋଦ"ର ଯୁଦ୍ଧରେ ଲଢ଼ିବା ଅବସ୍ଥାରେ ହତ୍ୟା କରାଗଲା ।
ନୋସେରା ଯୁଦ୍ଧରେ ସ. ହରି ସିଂ ନଲବା; ମହାରାଜା ରଣଜିତ୍ ସିଂଙ୍କ ସେନା ଙ୍କର କୁଶଳ ନେତୃତ୍ୱ କରିଥିଲେ । ରଣନୀତି ଏବଂ ରଣକୌଶଳ ଦୃଷ୍ଟିରେ ହରି ସିଂ ନଲବାଙ୍କ ତୁଳନା ଭାରତର ଶ୍ରେଷ୍ଠ ସେନାନାୟକଙ୍କ ସହିତ କରାଯାଇ ପାରେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.