୧୯୩୦ ଫିଫା ବିଶ୍ୱକପ
From Wikipedia, the free encyclopedia
୧୯୩୦ ମସିହାରେ ଉରୁଗୁଏଦ୍ୱାରା ପ୍ରଥମ ଫିଫା ବିଶ୍ୱ କପ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ୧୯୩୦ ମସିହା ଜୁଲାଇ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟଂତ ଉରୁଗୁଏ ରାଜଧାନୀ ମଣ୍ଟେଭିଡିଓ ସହରରେ ଖେଳା ଯାଇଥିଲା ।