![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/b4/PyeongChang_2018_Winter_Paralympics.svg/langor-640px-PyeongChang_2018_Winter_Paralympics.svg.png&w=640&q=50)
୨୦୧୮ ଶୀତକାଳୀନ ପାରାଲିମ୍ପିକ
From Wikipedia, the free encyclopedia
2018 ଶୀତକାଳୀନ ପାରାଲିମ୍ପିକ, ଯାହା ଅଧିକାରିକ ରୂପେ ୧୨ତମ ପାରାଲିମ୍ପିକ ଖେଳ ଋପେ ଜଣାଯାଏ । ୯ରୁ ୧୮ ମଇର ମଧ୍ୟ ଦକ୍ଷିଣ କୋରିୟାର ପ୍ୟୋଙ୍ଗଚାଙ୍ଗ ନଗରରେ ଆୟୋଜିତ ହେବ । ଏହା ଏକ ଅନ୍ତଃରାଷ୍ଟ୍ରୀୟ ଶୀତକାଳୀନ ଖେଳର ଆୟୋଜନ ଅଟେ ଯାହା ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତିଦ୍ୱାରା ଆୟୋଜିତ କରାଯିବ । ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତି ଏହି ଆୟୋଜନ ପାଇଁ ୧୫ ଅକ୍ଟୋବର ୨୦୦୯ ମସିହାରେ ତିନି ଦାବିଦାର ପ୍ରାପ୍ତ କରିଥିଲେ । ପ୍ୟୋଙ୍ଗଚାଙ୍ଗ ସହିତ ଫ୍ରେଞ୍ଚ ଆଲ୍ପସରେସ୍ଥିତ ଏନ୍ନେସୀ, ଫ୍ରାନ୍ସ, ଜର୍ମାନୀ (୧୯୭୨ ଗ୍ରୀଷ୍ମ କାଳୀନ ଅଲିମ୍ପିକର ନିମନ୍ତ୍ରକ) ମଧ୍ୟ ଏହି ଆୟୋଜନ ପାଇଁ ନିଜ ପ୍ରସ୍ତାବ ଠୋକିଥିଲେ ।[1] ୨୨ ଜୁନ ୨୦୧୦ ମସିହାରେ ଏହି ସମସ୍ତ ଦାବେଦାର ନଗର ପ୍ରତିଭାଗୀ ନଗର ଅନୁଶାରେ ବଛାଗଲା । ଜିତିଥିବା ପ୍ରତିଭାଗୀ ନଗରର ଘୋଷଣା ୬ ଜୁନ ୨୦୧୧ ମସିହାରେ ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସଂଘର ୧୨୩ତମ ସତ୍ର, ଡରବନ, ଦକ୍ଷିଣ ଆଫ୍ରିକାରେ ହୋଇଥିଲା ।
୨୭ ଅକ୍ଟୋବର ୨୦୧୩ ମସିହାରେ ୨୦୧୮ ଶୀତକାଳୀନ ପାରାଲିମ୍ପିକ ଖେଳର ପ୍ରତୀକ ଚିହ୍ନ ଜାରୀ ହୋଇଥିଲା ଜାହା ୧୬ ମାର୍ଚ୍ଚ ୨୦୧୪ ମସିହାରେ ସୋଚୀ ନଗରଦ୍ୱାରା ନିମନ୍ତ୍ରିତ ନଗରକୁ ଦିଆଗଲା । ଅଭିନେତା "ଲୀ ଦୋଙ୍ଗ ବୁକ"ଙ୍କୁ ଏହି ଖେଳ ପାଇଁ ସମାନିତ ଦୂତ ଋପେ ବଛାଗଲା ।