ଶ୍ରେଣୀ (ପର୍ଯ୍ୟାୟ ସାରଣୀ)
From Wikipedia, the free encyclopedia
ରସାୟନ ବିଜ୍ଞାନରେ, ଗ୍ରୁପ କହିଲେ ରାସାୟନିକ ମୌଳିକମାନଙ୍କର ପର୍ଯ୍ୟାୟ ସାରଣୀରେ ଥିବା ସ୍ତମ୍ବକୁ ବୁଝାଏ । ଏକ ମାନକ ପର୍ଯ୍ୟାୟ ସରଣୀରେ ୧୮ ଗ୍ରୁପ ଥାଏ (ଏଫ-ବ୍ଲକକୁ ବାଦ ଦେଲେ) ।