![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/14/Diversity_of_plants_%2528Streptophyta%2529_version_1.png/640px-Diversity_of_plants_%2528Streptophyta%2529_version_1.png&w=640&q=50)
ଉଦ୍ଭିଦ
From Wikipedia, the free encyclopedia
ଉଦ୍ଭିଦ ଜୀବ ଜଗତର ଏକ ବଡ଼ ଗୋଷ୍ଠୀ, ଏମାନେ ସାଧାରଣତଃ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ସାହାଯ୍ୟ୍ରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି | ପ୍ରାୟ ୩୫୦,୦୦୦ ପ୍ରକାରର ଉଦ୍ଭିଦ ଅଛନ୍ତି ବୋଲି ଧାରଣା କରାଯାଏ । ୨୦୦୪ ସୁଦ୍ଧା ୨୮୭,୬୫୫ଟି ଉଦ୍ଭିଦକୁ ଚିନ୍ହଟ କରାଯାଇ ଅଛି ଏବଂ ଏମାନଙ୍କ ମଧ୍ୟରୁ ୨୫୮,୬୫୦ଟି ହେଲା ସପୁଷ୍ପକ ଉଦ୍ଭିଦ ।
![Thumb image](http://upload.wikimedia.org/wikipedia/commons/thumb/1/14/Diversity_of_plants_%28Streptophyta%29_version_1.png/640px-Diversity_of_plants_%28Streptophyta%29_version_1.png)