ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ

ପୂର୍ବ ଭାରତର ଏକ ମେଡ଼ିକାଲ କଲେଜ From Wikipedia, the free encyclopedia

ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ
Remove ads

ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ( ଭି ଏସ୍ ଏସ୍ ମେଡିକାଲ) ପଶ୍ଚିମ ଓଡ଼ିଶାର ମୁଖ୍ୟ ତଥା ବୃହତ୍ତମ ଚିକିତ୍ସାଳୟ ତଥା ଭେଷଜ ମହାବିଦ୍ୟାଳୟ। ୧୯୫୯ରେ ସ୍ଥାପିତ ଏହି ଅନୁଷ୍ଠାନଟି ଓଡ଼ିଶାର ଦ୍ୱିତୀୟ ଭେଷଜ ମହାବିଦ୍ୟାଳୟ ଅଟେ। ସମ୍ବଲପୁର ସହରର ନିକଟବର୍ତୀ ହୀରାକୁଦ ବନ୍ଧର ପାଦଦେଶରେ ଥିବା ବୁର୍ଲା ସହରରେ ଏହାର ପରିସର ଅବସ୍ଥିତ।

Quick facts ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ, ଲକ୍ଷ୍ୟ ...
Remove ads

ଆହୁରି ଦେଖନ୍ତୁ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads