କର୍ଣ୍ଣାଟକ

ଭାରତର ଏକ ରାଜ୍ୟ From Wikipedia, the free encyclopedia

କର୍ଣ୍ଣାଟକ
Remove ads

ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.

Quick Facts କର୍ଣ୍ଣାଟକ ಕರ್ನಾಟಕ, ଦେଶ ...

କର୍ଣ୍ଣାଟକ (କନ୍ନଡ: ಕರ್ನಾಟಕ) ଦକ୍ଷିଣ-ପଶ୍ଚିମ ଭାରତର ଏକ ରାଜ୍ୟ । ୧୯୫୬ ମସିହା ନଭେମ୍ବର ୧ ତାରିଖରେ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଏହି ରାଜ୍ୟ ସ୍ଥାପିତ ହୋଇଥିଲା । ଏହାର ପୂର୍ବ ନାମ ମହୀଶୂର ଥିଲା । ୧୯୭୩ ମସିହାରେ ଏହାର ନୂତନ ନାମକରଣ ହେଲା କର୍ଣ୍ଣାଟକ । କର୍ଣ୍ଣାଟକର ପଶ୍ଚିମରେ ଆରବ ସାଗର, ଉତ୍ତର-ପଶ୍ଚିମରେ ଗୋଆ, ଉତ୍ତରରେ ମହାରାଷ୍ଟ୍ର, ଉତ୍ତର-ପୂର୍ବରେ ତେଲେଙ୍ଗାନା, ପୂର୍ବରେ ଆନ୍ଧ୍ର ପ୍ରଦେଶ, ଦକ୍ଷିଣ-ପୂର୍ବରେ ତାମିଲନାଡ଼ୁ ଓ ଦକ୍ଷିଣ-ପଶ୍ଚିମରେ କେରଳ ଅବସ୍ଥିତ । ରାଜ୍ୟର ମୋଟ ଆୟତନ ୧,୯୧,୭୯୧ ବର୍ଗକିଲୋମିଟର ଓ ଭାରତର ମୋଟ ଆୟତନର ୫.୮୩ ପ୍ରତିଶତ । ଏହି ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ ଓ ସରକାରୀ ଭାଷା କନ୍ନଡ଼

Remove ads

ଭୂଗୋଳ

ଇତିହାସ

ଭାଷା ଓ ସାହିତ୍ୟ

କନ୍ନଡ଼ ହେଉଛି ଏହାର ମାତୃଭାଷା ।

ଆଧାର

ଅଧିକ ତଥ୍ୟ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads