ଜଗନ୍ନାଥ ମନ୍ଦିର, ଦାମନଯୋଡ଼ି
From Wikipedia, the free encyclopedia
Remove ads
ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର କୋରାପୁଟ ଜିଲ୍ଲାର ଦାମନଯୋଡ଼ିରେ ଅବସ୍ଥିତ । ମନ୍ଦିରଟି ଦାମନଯୋଡ଼ି ଅଞ୍ଚଳର ନାଲକୋ ବିଭାଗଦ୍ୱାରା ପରିଚାଳିତ । ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୂଜିତ ।

Remove ads
ପର୍ବପର୍ବାଣି
ଏହି ମନ୍ଦିରରେ ବର୍ଷରେ ଜଗନ୍ନାଥ ମହାପ୍ରଭୁଙ୍କର ଯାତ୍ରାଗୁଡ଼ିକ ପାଳିତ ହୁଏ ।
- ସ୍ନାନ ଯାତ୍ରା
- ରଥଯାତ୍ରା
- ଚନ୍ଦନ ଯାତ୍ରା
ଆଧାର
ବାହାର ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads