ବୈଶାଖ
From Wikipedia, the free encyclopedia
Remove ads
ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ବୈଶାଖ (ବଇଶାଖ ନାମରେ ମଧ୍ୟ ଜଣା) କୁହାଯାଏ । ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ । ବୈଶାଖ ଓଡ଼ିଆ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ଚୈତ୍ର ପୂର୍ଣ୍ଣିମା ପର ଦିନଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ ।
ପର୍ବପର୍ବାଣି
- ଶୁକ୍ଳ ତୃତୀୟା: ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆରମ୍ଭ
- ଶୁକ୍ଳ ନବମୀ: ସୀତା ନବମୀ
- ଶୁକ୍ଳ ଏକାଦଶୀ: ମୋହିନୀ ଏକାଦଶୀ
- ଶୁକ୍ଳ ଚତୁର୍ଦ୍ଦଶୀ: ନୃସିଂହ ଜନ୍ମ ବ୍ରତ
- ପୂର୍ଣ୍ଣିମା: ବୁଦ୍ଧ ଜୟନ୍ତୀ
ଆଧାର
Wikiwand - on
Seamless Wikipedia browsing. On steroids.
Remove ads