ବିଅର

ମଦ From Wikipedia, the free encyclopedia

ବିଅର
Remove ads

ବିଅର ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା, [] ଓ ସବୁଠାରୁ ପୁରାତନ [][][][] ସୁରାସାର ଜାତୀୟ ପାନୀୟ; ପିଇବା ପାଣିଚା' ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ ।[] ଏହା ଶର୍କରାର ବ୍ରୁଇଙ୍ଗଫରମେଣ୍ଟେସନ ପ୍ରକ୍ରିୟାକାରଣରୁ ବାହାରି ଥାଏ, ଏହା ମଲ୍ଟ ଶସ୍ୟ ଯଥା, ଯଅ, ଗହମରୁ ବାହାରି ଥାଏ । ଶର୍କରା ଭାବରେ ଦାମ କମ ଥିବାରୁ ମକାଚାଉଳ ସାଧାରଣତ ଏହା ସହିତ ମିଶାଯାଇଥାଏ । ଅଧିକାଂଶ ବିଅର ହୋପରେ ମିଶାଯାଇଥାଏ, ଯାହା ବିଅରରେ ପିତା ସୁଆଦ ଦେଇଥାଏ ଓ ଏକ ପ୍ରାକୃତିକ ସଂରକ୍ଷଣ ପାଇଁ ସାହାଯ୍ୟ କରିଥାଏ । ମାନବ ଜଗତର ସବୁଠାରୁ ପୁରାତନ ରଚନାରେ ବିଅରର ଉତ୍ପାଦନ ଓ ବଣ୍ଟନ ବାବଦରେ ବଖଣାଯାଇଛି: ହାମୁରାବିର ନୀତିରେ ବିଅରର ଉତ୍ପାଦନ ଓ ବିଅର ପାର୍ଲର ବାବଦରେ ନୀତିବଳି ଥିଲା ।[] "ନିଙ୍କାସିର ମନ୍ତ୍ର",କେତେକ ଶିକ୍ଷିତ ଲୋକଙ୍କ ଚଳଣିରେ ମେସୋପଟାମିଆର ବିଅର ଦେବୀଙ୍କ ପାଇଁ ଏହି ମନ୍ତ୍ରରେ ପ୍ରାର୍ଥନା ଗାନ କରି ବିଅର ପରସାଯାଇଥାଏ । [][] ଆଜିକାଲି, ବ୍ରୁଇଙ୍ଗ ଶିଳ୍ପ ଏ ଜଗତସାରାର ବଣିଜ ପାଲଟିଛି । ଏଥିରେ ଅନେକ ବହୁଦେଶୀୟ କର୍ପୋରେସନ ଓ ହଜାର ହଜାର ଛୋଟ ଛୋଟ ଉତ୍ପାଦକ ବ୍ରୁପବରୁ ଆରମ୍ଭ କରି ଆଞ୍ଚଳିକ ବ୍ରିଉଋରହିଛନ୍ତି ।

Thumb
ସ୍ଲେକେର୍ଲା ରୌଚିବିଏର, ସିଧା କାସ୍କରୁ

ବିଅରରେ ଆୟତନ ଅନୁସାରେ %- ୬ % ସୁରସର ଥାଏ । କେତେକ କ୍ଷେତ୍ରରେ ଏହା ୧ %ରୁ ୨୦ % ଯାଏଁ ହୋଇଥାଏ ।

ବିଅର, ବିଅର ପିଉଥିବା ରାଷ୍ଟ୍ରମାନଙ୍କରେ ସାମାଜିକ ଚଳଣିର ଏକ ଭାଗ ହୋଇଥାଏ ଯେଉଁଠାରେ ବିଅର ପର୍ବର ପ୍ରଥା ରହିଛି, ଏହା ସହ ପବ ଚଳଣିରେ ନାନାଦି ପବ କ୍ରଲପବ ଖେଳବାର ବିଲିଆର୍ଡ୍ସ ଆଦି ଖେଳାଯାଇଥାଏ ।

Remove ads

ଇତିହାସ

ବ୍ରୁଇଙ୍ଗ

ଉତ୍ପାଦନ

ପ୍ରକାର

ମାପ

ରଙ୍ଗ

ଶକ୍ତି

ପରସା

ଡ୍ରଟ

ପ୍ୟାକେଜ

ତାପମାତ୍ରା

ଭେସେଲ

ବିଅର ଓ ସମାଜ

ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଖାଦ୍ୟସାର ବିବରଣୀ

ଅନ୍ୟାନ୍ୟ ପାନୀୟ

ଆଧାର

ଗ୍ରନ୍ଥ ସୂଚି

Loading related searches...

Wikiwand - on

Seamless Wikipedia browsing. On steroids.

Remove ads