ଅଳ୍ପରକ୍ତ‌ତା

ଶରୀରର କୌଣସି ଅଙ୍ଗକୁ ରକ୍ତ ସରବରାହ କମ୍ ହେଲେ ଏହି ନାମ ଦିଆଯାଏ ଓ ପ୍ରଭାବିତ ଅଙ୍ଗରେ କମ୍ ଅମ୍ଳଜାନ ମିଳେ । From Wikipedia, the free encyclopedia

ଅଳ୍ପରକ୍ତ‌ତା
Remove ads

ଅଳ୍ପରକ୍ତ‌ତା ବା ଇସକେମିଆ (ଇଂରାଜୀ ଭାଷାରେ Ischemia) ନାମ ଦିଆଯାଏ ଯେତେବେଳେ ତନ୍ତୁକୁ ରକ୍ତ ଯୋଗାଣର ଏକ ପ୍ରତିବନ୍ଧକ ଯୋଗୁ ଅମ୍ଳଜାନର ଅଭାବ ଦେଖାଦେଇଥାଏ | [] ଇସକେମିକ୍ ହୃଦ୍ ରୋଗ, ଷ୍ଟ୍ରୋକ୍, ପେରିଫେରାଲ୍ ଭାସ୍କୁଲାର୍ ରୋଗ ଏବଂ ମେସେଣ୍ଟେରିକ୍ ଇସକେମିଆ ଇତ୍ୟାଦି ବିଭିନ୍ନ ପ୍ରକାର ଇସକେମିଆ ଦେଖାଯାଏ | [] ଶରୀରର ପ୍ରଭାବିତ କ୍ଷେତ୍ର ଉପରେ ଲକ୍ଷଣ ନିର୍ଭର କରେ ।[] ଏହା ଧୀରେ ଧୀରେ କିମ୍ବା ହଠାତ୍ ଆରମ୍ଭ ହୋଇପାରେ | []

Quick facts Ischemia, ଉଚ୍ଚାରଣ ...

ଆଥେରୋସ୍କ୍ଲେରୋସିସ୍, ଫାଇବ୍ରୋମସ୍କୁଲାର ଡିସପ୍ଲାସିଆ, ଭାସ୍କୁଲାଇଟିସ୍ କିମ୍ବା ଟ୍ୟୁମରର ବାହ୍ୟ ଚାପ ଯୋଗୁଁ ଧୀରେ ଧୀରେ ଇସକେମିଆ ହୋଇପାରେ | [] ବ୍ଲଟ୍ କ୍ଲଟ୍, ଭାସୋସ୍ପାଜ୍ମ, କିମ୍ବା ଆଓର୍ଟିକ୍ ଡିସେକସନ ହେତୁ ହଠାତ୍ ଆରମ୍ଭ ହୋଇପାରେ | [] []

ଅବସ୍ଥାକୁ ରୋକିବା ପାଇଁ ଏକ ସୁସ୍ଥ ଜୀବନ‌ଚର୍ଯ୍ୟା ଆବଶ୍ୟକ ହୁଏ । | [] ଏହି ଶବ୍ଦ ବ୍ୟବ‌ହାରର ପ୍ରଥମ ଦସ୍ତାବିଜରେ ୧୮୫୫[] ମସିହାରୁ ଆରମ୍ଭ ହୋଇଥିବା ଜଣାଯାଏ । ଏହା ଗ୍ରୀକ୍ ଶବ୍ଦ ଇସକେଇନରୁ ନିଆଯାଇଛି ଯାହାର ଅର୍ଥ ଅବରୋଧ ଓ ହାଇମା ଅର୍ଥ ରକ୍ତ | []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads