ମିଡୋଡ୍ରାଇନ

ଠିଆ ହେଲେ ନିମ୍ନ ରକ୍ତଚାପ ହେଉଥିଲେ ଏହି ଔସଧ ଦିଆଯାଏ । From Wikipedia, the free encyclopedia

ମିଡୋଡ୍ରାଇନ
Remove ads

ମିଡୋଡ୍ରାଇନ ହେଉଛି ଏକ ଔଷଧ ଯାହା ଛିଡା ହେବା ସହିତ ହେଉଥିବା ନିମ୍ନ ରକ୍ତଚାପ ଜନିତ ଲକ୍ଷଣମାନଙ୍କ ଉପଶମ ପାଇଁ ବ୍ୟବହୃତ ହୁଏ ।[] [] ଏହାର ଉପକାରୀତାର ପ୍ରମାଣ ୨୦୧୫ ସୁଦ୍ଧା ବିଚାରାଧୀନ ଥିଲା । [] ଏହା ପାଟିରେ ଦିଆଯାଏ । []

Quick Facts Clinical data, Trade names ...

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ। ଗଲୁ, ମୂତ୍ର ଧାରଣ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ ହୋଇପାରେ ।[] ଆଓର୍ଟିକ୍ ଆନିଉରିଜମ, ହୃଦ୍‌ପାତ କିମ୍ବା ପୂର୍ବ ହୃଦ୍‌ଘାତରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[] ଏହା ଏକ α୧- ଚୟନକାରୀ ଆଡ୍ରେନେଜିକ୍ ଆଗୋନିଷ୍ଟ[]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମିଡୋଡ୍ରାଇନ୍ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ୫ ମିଗ୍ରାର ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା £୭୫ ଖର୍ଚ୍ଚ ହୁଏ [] ଯୁକ୍ତରାଷ୍ଟ୍ରରେ ସେତିକି ପରିମାଣର ଔଷଦ ମୂଲ୍ୟ ପ୍ରାୟ ୪୪ ଡଲାର୍ । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads