ରୋମାନିଆ
From Wikipedia, the free encyclopedia
Remove ads
ରୋମାନିଆ ଇଉରୋପର ଦକ୍ଷିଣପୂର୍ବରେ ଅବସ୍ଥିତ ଏକ ଦେଶ। ଏହାର ପଶ୍ଚିମରେ ହଙ୍ଗେରୀ ଓ ସର୍ବିଆ, ଉତ୍ତରପୂର୍ବ ଓ ପୂର୍ବରେ ୟୁକ୍ରେନ ଓ ମାଲଡୋଭା ଏବଂ ଦକ୍ଷିଣରେ ବୁଲଗାରିଆ ରହିଛନ୍ତି।


ଆୟତନ ଅନୁସାରେ ଏହା ଇଉରୋପିଆନ୍ ୟୁନିଅନ୍ର ନବମ ବୃହତ୍ତମ (୨୩୮,୪୦୦ ବର୍ଗ କି.ମି) ଏବଂ ଜନସଂଖ୍ୟା ଅନୁସାରେ ସପ୍ତମ ବୃହତ୍ତମ (୨.୧୯ କୋଟି)। ବୁଖାରେଷ୍ଟ ଏହାର ରାଜଧାନୀ ଓ ସର୍ବବୃହତ୍ ସହର। ୨୦ ଲକ୍ଷର ଜନସଂଖ୍ୟା ସହ ଏହା ମଧ୍ୟ ଇଉରୋପିଆନ୍ ୟୁନିଅନ୍ର ଷଷ୍ଠ ବୃହତ୍ତମ ସହର।
Remove ads
ବ୍ୟୁତ୍ପତ୍ତି

ରୋମାନିଆର ନାଁ România, român (କିମ୍ବା rumân) ଶବ୍ଦରୁ ଆନୀତ ଯାହାକି ଲାଟିନ୍ ଶବ୍ଦ romanusରୁ ଉତ୍ପନ୍ନ, ଯାହାର ଅର୍ଥ ରୋମ୍ର ନାଗରିକ।
ଇତିହାସ
ଭୂଗୋଳ
ଧର୍ମ
ପ୍ରଶାସନିକ ବିଭାଜନ
ଭାଷା
ଆଧାର
Wikiwand - on
Seamless Wikipedia browsing. On steroids.
Remove ads