ଉଇକିପାଠାଗାର

ପ୍ରେମ ପୋଥି From Wikipedia, the free encyclopedia

ଉଇକିପାଠାଗାର
Remove ads

ଉଇକିସୋର୍ସ (ଇଂରାଜୀ) ବା ଉଇକିସ୍ରୋତ ବା ଉଇକିପାଠାଗାର ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିରେ ମୁକ୍ତ ବିଷୟ/ ଲେଖାର ଉତ୍ସଗୁଡ଼ିକୁ ନେଇ ଏକ ଅନଲାଇନ ଡିଜିଟାଲ ପାଠାଗାର । ଭିନ୍ନ ଭିନ୍ନ ଭାଷାରେ ଏହି ଉଇକି ପାଠାଗାର ଉଇକିସୋର୍ସ ପ୍ରକଳ୍ପ ଅଧିନରେ କାର୍ଯ୍ୟ ହେଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ମାଗଣା ଲେଖାର ସବୁ ଭାଷାରେ ଏବଂ ଅନୁବାଦରେ ପ୍ରତ୍ୟେକ ରୂପରେ ପରିପ୍ରକାଶ କରିବା । ପ୍ରଥମେ ଦରକାରୀ ଏବଂ ମୂଲ୍ୟବାନ ଐତିହାସିକ ଲେଖାର ଭଣ୍ଡାର ଭାବେ ପ୍ରକୃତରେ କଳ୍ପନା କରାଯାଇଥିଲା (ଏହାର ପ୍ରଥମ ଲେଖା ହେଉଛି Déclaration universelle des Droits de l'Homme), ଏହା ପରେ ଏକ ସାଧାରଣ ବିଷୟ ଧାରଣ କରୁଥିବା ପାଠାଗାର ଭାବେ ପରିବର୍ଦ୍ଧିତ କରାଯାଇଥିଲା । Project Sourcebergନାମ ଅଧିନରେ ଏହି ପ୍ରକଳ୍ପ ୨୦୦୩ ନଭେମ୍ବର ୨୪ରେ ଆରମ୍ଭ କରାଯାଇଥିଲା । Wikisource ନାମ ପରେ ସେହି ବର୍ଷ ଶେଷ ଆଡ଼କୁ ଦିଆଯାଇଥିଲା ଏବଂ ଏହା ନିଜ ଡୋମେନ ନାମ ସାତ ମାସ ପରେ ପାଇଥିଲା । ଏହା ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ଼ ଆଡମିନଷ୍ଟ୍ରେସନକୁ ଆଧାର ଭାବେ ସୂଚାଯାଇଥିଲେ ମଧ୍ୟ ସେତେବେଳେ ଭରସାଯୋଗ୍ୟ ହୋଇନଥିବା କାରଣରୁ ଏହି ପ୍ରକଳ୍ପ ଆଲୋଚନାର ବସ୍ତୁ ହୋଇଥିଲା । []

Quick facts ୟୁ.ଆର.ଏଲ, ସ୍ଳୋଗାନ ...
Remove ads

ଇତିହାସ

ଉଇକିସୋର୍ସର ପ୍ରାରମ୍ଭିକ ପର୍ଯ୍ୟୟ ତଥା (୨୦୦୩-୨୦୦୫) ନାମ ଏବଂ ସ୍ଥାନ(ୟୁ.ଆର.ଏଲ)ରେ ଅନେକ ପରିବର୍ତ୍ତନ ଏବଂ ବିଭିନ୍ନ ଭାଷାର ସବଡୋମେନକୁ ପରବର୍ତ୍ତନ ୨୦୦୫ରେ ହୋଇଥିଲା ।

ପ୍ରାକ-ଇତିହାସ

ଲୋଗୋ ଏବଂ ସ୍ଲୋଗାନ


ପ୍ରଥମ ସ୍ଲୋଗନଟି ଥିଲା ଉଇକିସୋର୍ସ — The Free Library (ମୁକ୍ତ ପଠାଗାର)—ଯେତେବେଳେ ପ୍ରକଳ୍ପର ବହୁଭାଷୀ ପୋର୍ଟାଲ ଥିଲା, ଅଗଷ୍ଟ ୨୭ , ୨୦୦୫ (ଐତିହାସିକ ସଂସ୍କରଣ)କୁ ନେଇ ଏହା ପୁନଃନିର୍ମାଣ ହୋଇଥିଲା ।[] ଉଇକିପିଡ଼ିଆ ପୋର୍ଟାଲ ପରି ଉଇକିସୋର୍ସ ସ୍ଲୋଗାନ ପ୍ରକଳ୍ପର ସର୍ବାଧିକ ବ୍ୟବହୃତ ୧୦ଟି ଭାଷାରେ ଲୋଗରେ ଶୋଭା ପାଉଛି ।

ପୋର୍ଟାଲର ମଧ୍ୟଭାଗରେ ଥିବା ଚିତ୍ର (ବରଫ ପାହାଡ଼ ଲୋଗୋ)କୁ କ୍ଲିକ କଲେ ଏହା ଉଇକିସୋର୍ସ ଅଧିନରେ ୬୦ଟି ଭାଷାର ମୁକ୍ତ ପାଠାଗାର list of translationsକୁ ଲିଙ୍କ କରିଦେବ ।


Milestones

Remove ads

ପାଠାଗାର ବିଷୟ

Thumb
Wikisource inclusion criteria expressed as a Venn diagram. Green indicates the best possible case, where the work satisfies all three primary requirements. Yellow indicates acceptable but not ideal cases.


ଭାଷା ସବ-ଡୋମେନଗୁଡ଼ିକ

wikisource.org


ଆଧାର

ବାହାର ଲିଙ୍କସମୂହ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads