ନିମୋଡିପାଇନ

ଏହା ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ । From Wikipedia, the free encyclopedia

ନିମୋଡିପାଇନ
Remove ads

ନିମୋଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ନିମୋଟପ, ହେଉଛି, ଏକ ଔଷଧ ଯାହା ସବଆରାକନଏଡ ରକ୍ତସ୍ରାବ ଜନିତ ଭାସୋସ୍ପାଜ୍ମ ରୋକିବା ପାଇଁ ବ୍ୟବହୃତ ହୁଏ । [] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[] [] ଏହାର ପ୍ରଭାବ ତୁରନ୍ତ ଆରମ୍ଭ ହୋଇ ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୁଏ ।[]

Quick facts Clinical data, Trade names ...

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ, ଇଲିଅସ ବା ମନ୍ଥର ଅନ୍ତନଳୀ ଗତି ହୁଏ ଏବଂ ଥ୍ରମ୍ବୋସାଇଟୋପେନିଆ ବା କମ୍ ପ୍ଲାଲେଟ୍ ହୋଇପାରେ | [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଡିହାଇଡ୍ରୋପାଇରିଡାଇନ୍ ଶ୍ରେଣୀର ଏକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍[]

ନିମୋଡିପାଇନ୍ ୧୯୭୧ ମସିହାରେ ପ୍ୟାଟେଣ୍ଟ କରାଯାଇଥିଲା ଏବଂ ୧୯୮୫ରେ ଜର୍ମାନୀରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ୧୯୮୮ରେ ଏହା ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୩୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ପ୍ରାୟ ୪୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୭୦ ଡଲାର ଥିଲା ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads