ଭୁବନେଶ୍ୱର (ଏକାମ୍ର)
From Wikipedia, the free encyclopedia
ଭୁବନେଶ୍ୱର (ଏକାମ୍ର), (କ୍ରମାଙ୍କ: ୧୧୪) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[3]
Quick Facts ଭୁବନେଶ୍ୱର (ଏକାମ୍ର), ଓଡ଼ିଶାର ଜିଲ୍ଲା ତାଲିକା ...
ଭୁବନେଶ୍ୱର (ଏକାମ୍ର) | |
---|---|
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ constituency | |
ଓଡ଼ିଶାର ଜିଲ୍ଲା ତାଲିକା | ଖୋର୍ଦ୍ଧା ଜିଲ୍ଲା |
Blocks | ଭୁବନେଶ୍ୱର |
Electorate | ୨,୩୮,୯୪୯[1][lower-alpha 1] |
Major settlements | ଭୁବନେଶ୍ୱର |
Current constituency | |
Created | ୨୦୧୯ |
ବିଧାୟକ | ଅଶୋକ ଚନ୍ଦ୍ର ପଣ୍ଡା |
Party | ବିଜେଡି |
Const. No. | ୧୧୪ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର[2] |
Close
ଏହି ନିର୍ବାଚନ ମଣ୍ଡଳୀ ପାଞ୍ଚଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ସେଗୁଡ଼ିକ ହେଲା:
- ବାସୁଆଘାଇ
- ଇତିପୁର
- ଟିକରପଡ଼ା
- ଧଉଳି ଏବଂ
- ଶିଶୁପାଳ
ଏହା ଭୁବନେଶ୍ୱର ପଞ୍ଚାୟତର ୱାର୍ଡ଼ ୧୨, ୧୪, ୧୫, ୩୦ରୁ ୩୪ ଏବଂ ୩୮ରୁ ୪୭କୁ ନେଇ ଗଠିତ ।[4][5]