କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
ଜଣେ ଶାସକ ଓ ଭାଷା ଆନ୍ଦୋଳନର ପୁରୋଧା / From Wikipedia, the free encyclopedia
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ (୧୮୯୨-୧୯୭୪) ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଜନ୍ମିତ ଜଣେ ଶାସକ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ନେତୃତ୍ୱ ସ୍ଥାନୀୟ ବ୍ୟକ୍ତିତ୍ୱ ଥିଲେ ।
Quick Facts ଶ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ପ୍ରଧାନମନ୍ତ୍ରୀ, ଓଡ଼ିଶା ...
ଶ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ | |
---|---|
![]() | |
ପ୍ରଧାନମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୨୯ ନଭେମ୍ବର ୧୯୪୧ – ୨୯ ଜୁନ ୧୯୪୪ | |
ପୂର୍ବ ଅଧିକାରୀ | ବିଶ୍ୱନାଥ ଦାସ |
ପର ଅଧିକାରୀ | ହରେକୃଷ୍ଣ ମହତାବ |
କାର୍ଯ୍ୟକାଳ ୧ ଅପ୍ରେଲ ୧୯୩୭ – ୧୯ ଜୁଲାଇ ୧୯୩୭ | |
ପୂର୍ବ ଅଧିକାରୀ | ପଦବୀ ପ୍ରତିଷ୍ଠା କରାଯାଇଥିଲା |
ପର ଅଧିକାରୀ | ବିଶ୍ୱନାଥ ଦାସ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1892-04-26)୨୬ ଅପ୍ରେଲ ୧୮୯୨ ପାରଳାଖେମୁଣ୍ଡି, ଗଜପତି ଜିଲ୍ଲା |
ମୃତ୍ୟୁ | ୨୫ ମଇ ୧୯୭୪(1974-05-25) (ବୟସ ୮୨) ପାରଳାଖେମୁଣ୍ଡି |
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ନଳିନୀ ପଟ୍ଟମହାଦେଇ |
ଘର | ପାରଳାଖେମୁଣ୍ଡି |
ବାପା ମା | ଗୌରଚନ୍ଦ୍ର ଗଜପତି ଦେବ (ଦ୍ୱିତୀୟ) ରାଧା ମଣି ଦେବୀ |
Close