ଜଗତସିଂହପୁର
ଓଡ଼ିଶାର ଏକ ସହର, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ଜଗତସିଂହପୁର, ଦେଶ ...
ଜଗତସିଂହପୁର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଜଗତସିଂହପୁର |
Elevation | 15 m (49 ft) |
Population (୨୦୦୧) | |
• Total | ୩୦,୬୮୮ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
Close
- ଏହି ଲେଖାଟି ଜଗତସିଂହପୁର ସହର ବାବଦରେ । ଜଗତସିଂହପୁର ଜିଲ୍ଲା ବିଷୟରେ ଜାଣିବା ପାଇଁ, ଜଗତସିଂହପୁର ଜିଲ୍ଲା ପ୍ରସଙ୍ଗଟି ଦେଖନ୍ତୁ ।
ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା । କଟକଠାରୁ ଏହାର ଦୂରତା ୪୧ କିଲୋମିଟର ।