ଜଟଣୀ (ବିଧାନସଭା ନିର୍ବାଚନ ମଣ୍ଡଳୀ)
From Wikipedia, the free encyclopedia
ଜଟଣୀ, (କ୍ରମାଙ୍କ: ୧୧୫) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[3]
Quick Facts ଜଟଣୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ), ଓଡ଼ିଶାର ଜିଲ୍ଲା ତାଲିକା ...
ଜଟଣୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ) | |
---|---|
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ constituency | |
ଓଡ଼ିଶାର ଜିଲ୍ଲା ତାଲିକା | ଖୋର୍ଦ୍ଧା ଜିଲ୍ଲା |
Blocks | ଭୁବନେଶ୍ୱର |
Electorate | ୨,୦୪,୧୬୬[1][lower-alpha 1] |
Major settlements | ଭୁବନେଶ୍ୱର |
Current constituency | |
Created | ୨୦୧୯ |
ବିଧାୟକ | ସୁରେଶ କୁମାର ରାଉତରାୟ |
Party | କଂଗ୍ରେସ |
Const. No. | ୧୧୫ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର[2] |
Close
ଏହି ନିର୍ବାଚନ ମଣ୍ଡଳୀରେ ଜଟଣୀ ପଞ୍ଚାୟତ ସହିତ ଅନ୍ୟ ଛଅଟି ଗ୍ରାମ ପଞ୍ଚାୟତ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ସେଗୁଡ଼ିକ ହେଲା ଖୋର୍ଦ୍ଧା ପଞ୍ଚାୟତର:
- ଗଡ଼ହଳଦିଆ
- କେରାଙ୍ଗ
- ମାଳିପୁର
- ଟାଙ୍ଗିଆପଦା
- ପୂବୁସାହି ଏବଂ
- ନଳିପଡ଼ା-ଅର୍ଜୁନପୁର
ଭୁବନେଶ୍ୱର ପଞ୍ଚାୟତର ତିନୋଟି ଗ୍ରାମପଞ୍ଚାୟତର ନିମ୍ନୋକ୍ତ ଅଞ୍ଚଳ: