ବ୍ୟବହାରକାରୀ:Soumendrak/ଡିପ୍ ଲର୍ଣ୍ଣିଙ୍ଗ୍
From Wikipedia, the free encyclopedia
ଲେଖା ଚାଲିଛି...
ଡିପ୍ ଲର୍ଣ୍ଣିଙ୍ଗ୍ (ଏହାକୁ ଡିପ୍ ଷ୍ଟ୍ରକଚର୍ଡ ଲର୍ଣ୍ଣିଙ୍ଗ୍ କିମ୍ବା ହାଇରାର୍କୀୟାଲ ଲର୍ଣ୍ଣିଙ୍ଗ ମଧ୍ୟ କୁହାଯାଇଥାଏ) କୌଣସି ନିର୍ଦ୍ଧିଷ୍ଟ କାମପାଇଁ ଆଲଗୋରିଦମ ଗଠନ ବଦଳରେ, ଶିଖିଥିବା ତଥ୍ୟ ଦର୍ଶାଇବାରେ କିଛି ଉପାୟକୁ ନେଇ ମେସିନ ଲର୍ଣ୍ଣିଙ୍ଗର ଏହି ବିଭାଗଟି ଗଠିତ ହୋଇଛି । ଏହି ପ୍ରକାର ଶିକ୍ଷା ମେସିନ ଲର୍ଣ୍ଣିଙ୍ଗ ଭଳି ବିଭିନ୍ନ ପ୍ରକାରର ହୋଇପାରେ ଯଥା ସୁପରଭାଇଜଡ଼, ସେମି-ସୁପରଭାଇଜଡ଼ କିମ୍ବା ଅନ-ସୁପରଭାଇଜଡ଼ ।[1][2][3]
ମନୁଷ୍ୟର ମସ୍ତିଷ୍କରେ ଥିବା ସ୍ନାୟୁଗୁଡ଼ିକର କର୍ମଶୈଳୀକୁ ଆଖିରେ ରଖି ଏହି ଡିପ୍ ଲର୍ଣ୍ଣିଙ୍ଗ୍ ନ୍ୟୂରାଲ ନେଟୱର୍କ ତିଆରି କରାଯାଇଛି । ମୁଖ୍ୟତଃ କିଭଳି ମନୁଷ୍ୟର ସ୍ନାୟୁ ଗୁଡ଼ିକ ତଥ୍ୟ ମାନେ ରଖୁଛନ୍ତି ଏବଂ ପରସ୍ପର ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି ତାହା ଏହି କମ୍ପ୍ୟୁଟର ଡିଜିଟାଲ ଦୁନିଆରେ କରାଯିବାକୁ ଚେଷ୍ଟା କରାଯାଇଛି । [4][5][6]