ନବରଙ୍ଗପୁର ଜିଲ୍ଲା
ଓଡ଼ିଶାର ପ୍ରଶାସନିକ ଜିଲ୍ଲା / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ନବରଙ୍ଗପୁର, ଦେଶ ...
ନବରଙ୍ଗପୁର | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ନବରଙ୍ଗପୁର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୪ଟି ଆସନ
|
Area | |
• ଜିଲ୍ଲା | 5294 km2 (2,044 sq mi) |
Population (୨୦୧୧) | |
• ଜିଲ୍ଲା | ୧୨୧୮୭୬୨ |
• Density | 230/km2 (600/sq mi) |
• Urban | ୮୭୭୦୫ |
• Rural | ୧୧୩୧୦୫୭ |
• ୬ ବର୍ଷରୁ କମ ଶିଶୁ | ୨୦୧୯୦୧ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬ |
ଯାନବାହାନ ପଞ୍ଚୀକରଣ | OD-24 |
ଜିଲ୍ଲାପାଳ | ରଶ୍ମିତା ପଣ୍ଡା |
Website | Official website |
Close
ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନବରଙ୍ଗପୁର ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର ।