ନୟାଗଡ଼ ଜିଲ୍ଲା
ଓଡିଶାର ଏକ ଜିଲ୍ଲା ,ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ନୟାଗଡ଼, ଦେଶ ...
ନୟାଗଡ଼ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ପୁରୀ, କନ୍ଧମାଳ, କଟକ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୪ଟି ଆସନ
|
Area | |
• ସମୁଦାୟ | 3890 km2 (1,500 sq mi) |
Population (୨୦୧୧) | |
• Total | ୯୬୨୨୧୫ |
• Density | 247/km2 (640/sq mi) |
• ୬ ବର୍ଷରୁ କମ ଶିଶୁ | ୧୦୧୩୩୭ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୨ ୦xx |
ତାର (ଏସ୍.ଟି.ଡ଼ି) | ୦୬୭୫x |
ଯାନବାହାନ ପଞ୍ଚୀକରଣ | OD-25 |
ଜିଲ୍ଲାପାଳ | ଶ୍ରୀ ରବୀନ୍ଦ୍ର ନାଥ ସାହୁ |
Website | Official website |
Close
ନୟାଗଡ଼ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନୟାଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି । ନୟଗଡକୁ ବାଘୁଆ ନୟାଗଡ଼ ବୋଲି କୁହନ୍ତି |