ବାଙ୍କୀ
From Wikipedia, the free encyclopedia
ବାଙ୍କୀ ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହାର ଲୋକସଂଖ୍ୟା ୨୦୦୧ ଜନଗଣନା ଅନୁସାରେ ୧୫୯୮୭ ରହିଥିଲା।
‹ The template below (Infobox Indian Jurisdiction) is being considered for deletion. See templates for discussion to help reach a consensus.›