ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ
From Wikipedia, the free encyclopedia
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ ଏକ ବିଭାଗ ଯାହାକି ପ୍ରତ୍ନତତ୍ତ୍ୱ ଅଧ୍ୟୟନ ଏବଂ ପୁରାତନ ସଂସ୍କୃତିକ ସ୍ଥଳୀର ରକ୍ଷଣାବେକ୍ଷଣ ନିମନ୍ତେ ଉତ୍ତରଦାୟୀ ଅଟେ । ଏହାକୁ ବ୍ରିଟିଶ ଶାସନ ସମୟରେ ୧୮୬୧ ମସିହାରେ ଆଲେକଜାଣ୍ଡାର କାନନୀଙଘାମ ସ୍ଥାପନ କରିଥିଲେ ଓ ନିଜେ ଏହାର ପ୍ରଥମ ଡ଼ିରେକ୍ଟର ଜେନେରାଲ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।
Quick Facts ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ, ଛୋଟ ନାଆଁ ...
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ | |
---|---|
ଛୋଟ ନାଆଁ | ASI |
ସ୍ଥାପନା | ୧୮୬୧ |
ମୁଖ୍ୟାଳୟ | ଜନପଥ, ନୂଆଦିଲ୍ଲୀ - ୧୧୦୦୧୧ |
ଅଞ୍ଚଳ | ଭାରତ |
ମୂଳ ସଙ୍ଗଠନ | ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର |
ଅଟକଳ | ₹ ୪୩୯ କୋଟି (୨୦୧୧-୨୦୧୨) |
ୱେବ୍ସାଇଟ | www.asi.nic.in/ |
Close