ଭୁବନ
From Wikipedia, the free encyclopedia
ଭୁବନ, ଢେଙ୍କାନାଳ ଜିଲ୍ଲାର ଏକ ବ୍ଳକ ଓ ଦକ୍ଷିଣ ଏସିଆର ସବୁଠୁ ବଡ଼ ଗାଁ । ଭୁବନ କଂସା ବାସନ ଓ ତାରକସି କାମପାଇଁ ମଧ୍ୟ ପ୍ରସିଦ୍ଧ । ଭୁବନ ଦଶହରା ଥୋଡି ବଳଦ ପାଇଁ ପ୍ରସିଦ୍ଧ ।
‹ The template below (Infobox Indian Jurisdiction) is being considered for deletion. See templates for discussion to help reach a consensus.›